Posted inଖେଳ

ୟୁଏସ ଓପନ ଜିତିଲେ ନୋଭାକ ଜୋକୋଭିକ

ନ୍ୟୁୟର୍କ,୧୧।୯: ୟୁଏସ ଓପନ ୨୦୨୩ ବ୍ୟାଡମିଣ୍ଟନ ଚାମ୍ପିଅନଶିପର ଫାଇନାଲରେ ଡୋନାଏଲ ମେଡଭେଡେଭଙ୍କୁ ପରାସ୍ତ କରି ନୋଭାକ ଜୋକୋଭିକ ଟାଇଟଲ ଜିତିଛନ୍ତି। ଏହା ଜୋକୋଭିକଙ୍କ ୨୪ତମ ପୁରୁଷ ଏକକ ଗ୍ରାଣ୍ଡ ସ୍ଲାମ ଟାଇଟଲ ଥିଲା। ଜୋକୋଭିକ ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ ୬-୩, ୭-୬, ୬-୩ରେ ପରାସ୍ତ କରିଛନ୍ତି। ଏହା ଜୋକୋଭିକଙ୍କ ଚତୁର୍ଥ ୟୁଏସ୍‌ ଓପନ ଟାଇଟଲ ଥିଲା। ଜୋକୋଭିକ ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ଅଗ୍ରଣୀ ବଜାୟ ରଖିଥିଲେ। ସେ ରୁଷୀୟ ଖେଳାଳି ଡାନିଏଲ ମେଡଭେଡେଭଙ୍କୁ ଥରେ ମଧ୍ୟ ଆଗକୁ ଯିବାର ସୁଯୋଗ ଦେଇ ନ ଥିଲେ।
ଜୋକୋଭିକ ୨୦୨୧ରେ ମେଡଭେଡେଭଙ୍କ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଥିଲେ। ଦୁଇ ବର୍ଷ ପୂର୍ବେ ୟୁଏସ ଓପନ ୨୦୨୧ର ଅନ୍ତିମ ମ୍ୟାଚ ଡାନିଏଲ ମେଡଭେଡେଭ ଏବଂ ନୋଭାକ ଜୋକୋଭିକଙ୍କ ମଧ୍ୟରେ ମଧ୍ୟ ଖେଳାଯାଇଥିଲା, ଯେଉଁଥିରେ ଜୋକୋଭିକ ରୁଷିଆର ଡାନିଏଲ ମେଡଭେଡେଭଙ୍କ ଦ୍ୱାରା ପରାସ୍ତ ହୋଇଥିଲେ। କିନ୍ତୁ ଏଥର ୟୁଏସ ଓପନ ୨୦୨୩ରେ ସର୍ବିଆର ନୋଭାକ ଜୋକୋଭିକ ଡାନିଏଲ ମେଡଭେଡେଭଙ୍କୁ ପରାସ୍ତ କରି ଜିତିଥିଲେ।
ନୋଭାକ ଜୋକୋଭିକ ତାଙ୍କର ୩୬ ତମ ଗ୍ରାଣ୍ଡସ୍ଲାମ ଫାଇନାଲ ୟୁଏସ ଓପନ ୨୦୨୩ ମାଧ୍ୟମରେ ଖେଳିଥିଲେ। ଜୋକୋଭିକ ୩୬ଟି ମଧ୍ୟରୁ ୨୪ ଥର ଟାଇଟଲ ଜିତିଛନ୍ତି। ସେ ୧୦ ଥର ଅଷ୍ଟ୍ରେଲୀୟ ଓପନ, ୱିମ୍ବଲଡନ ସାତଥର, ଫ୍ରେଞ୍ଚ ଓପନ ୩ ଥର ଏବଂ ୟୁଏସ ଓପନ ୪ ଥର ଜିତିଛନ୍ତି। ଏଥର ଜୋକୋଭିକ ୟୁଏସ ଓପନର ଚତୁର୍ଥ ଟାଇଟଲ ଜିତିଲେ। ଏହାପୂର୍ବରୁ ସର୍ବିଆ ଟେନିସ ତାରକା ୨୦୧୧, ୨୦୧୫ ଏବଂ ୨୦୧୮ରେ ୟୁଏସ ଓପନ ଟାଇଟଲ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରୁ ବଡ଼ ଖବର! ଏହି ତାରିଖରେ ବିଧାନ ପରିଷଦରୁ ଇସ୍ତଫା ଦେବେ ନୀତିଶ କୁମାର

ପାଟନା,୨୭।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାର ବିଧାନସଭା ପରିଷଦ (MLC) ର ସଦସ୍ୟତାରୁ ଇସ୍ତଫା ଦେବେ । ସୂତ୍ର ଅନୁଯାୟୀ, ନୀତିଶ କୁମାର ମାର୍ଚ୍ଚ  ୩୦ରେ…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

ଲକଡାଉନ୍‌କୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଦେଶରେ…

ନୂଆଦିଲ୍ଲୀ,୨୭।୩: ଇରାନରେ ଯୁଦ୍ଧ ଯୋଗୁ ଭାରତରେ ଲକଡାଉନ ହେବା ନେଇ ଗୁଜବ ହେଉଛି। ଏହାରି ଭିତରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ରଖିଛନ୍ତି। ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଛନ୍ତି, ଦେଶରେ…

IPL 2026: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ୍‌, କେଉଁଠି ଏବଂ କିପରି ଲାଇଭ ଦେଖିବେ ଜାଣନ୍ତୁ…

ବେଙ୍ଗାଲୁରୁର,୨୭।୩: IPL 2026 ସିଜିନର ପ୍ରଥମ ମ୍ୟାଚ୍‌ ଦୁଇଟି ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। RCB ଘରୋଇ ପଡ଼ିଆରେ ବିଜୟ ସହିତ…

ରାପର-ସିଙ୍ଗରଙ୍କ ହାତରେ ଦେଶର ଶାସନ ଭାର

କାଠମାଣ୍ଡୁ,୨୭।୩: ଆଜି ନେପାଳୀ ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ ପ୍ରକାଶ ପାଇଛି। ବାଲେନ ଶାହ – ଜଣେ ରାପର୍‌ ଇଞ୍ଜିନିୟର – ଶୁକ୍ରବାର ନେପାଳର ପ୍ରଧାନମନ୍ତ୍ରୀ ଭାବରେ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri