Categories: Video

No evidence of COVID-19 community transmission in India | ଓଡ଼ିଶାରେ ସୁସ୍ଥ ହେଲେ ୧୨ଜଣ

ଦେଶରେ କାୟା ବିସ୍ତାର କରୁଛି କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟା ଏବେ ୨୩୦ ରୁ ଅଧିକ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୦ଜଣଙ୍କ ଜୀବନ ଯାଇଥିବା ବେଳେ ୧୯୩୫ ଜଣ ଆକ୍ରାନ୍ତ ହୋଇଛନ୍ତି ।