Categories: Video

Nilagiri MLA, tehsildar faceoff over eviction । ତହସିଲଦାର – ବିଧାୟକ ମୁହାଁମୁହିଁ

Nilagiri MLA Sukanta Nayak and tehsildar Sushrita Tudu had a verbal confrontation Friday over an eviction drive to remove makeshift huts of stamp vendors. While the Tehsildar went on with the demolition drive, the MLA and his supporters, opposed the eviction, sat on a hunger strike in front of the Sub Collector’s office. He broke his fast 15 hours later early Saturday morning.

ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରୀତା ଟୁଡ଼ୁଙ୍କ ମଧ୍ୟରେ ଶୁକ୍ରବାର ପ୍ରଥମେ ପାଟିତୁଣ୍ଡ ଆଉ ପରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା । ଯାହାକୁ କେନ୍ଦ୍ର କରି ବିଧାୟକ ସୁକାନ୍ତ ନାୟକ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୫ ଘଣ୍ଟା ଅନଶନରେ ବସିଥିଲେ। ପୁରା ଘଟଣା କଣ ଥିଲା ଜାଣିବା ଲାଗି ଦେଖନ୍ତୁ ଏହି ଭିଡିଓ।