Posted inଜାତୀୟ

ଖବରକାଗଜ ହେଉଛି ସବୁଠାରୁ ନିର୍ଭରଯୋଗ୍ୟ ଖବର ମାଧ୍ୟମ…

ନୂଆଦିଲ୍ଲୀ,୧୩।୯ : ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ପ୍ରଥମ ମିଡିଆ ସମ୍ମିଳନୀ ଆୟୋଜିତ ହେଉଛି। ମିଡିଆ ଦୁନିଆର ଅନେକ ଷ୍ଟାଲୱାର୍ଟ ଏଥିରେ ଉପସ୍ଥିତ ଥିଲେ। ଦିଲ୍ଲୀରେ ଆୟୋଜିତ ଏହି ଶିଖର ସମ୍ମିଳନୀରେ ଖ୍ୟାତିସମ୍ପନ୍ନ ଗଣମାଧ୍ୟମ ପ୍ରତିନିଧିମାନେ  ଖବରକାଗଜର ସମ୍ପ୍ରସାରଣ ଏବଂ ବୈଷୟିକ ଜ୍ଞାନ କୌଶଳର ବଢୁଥିବା ପଦକ୍ଷେପ ଉପରେ ନିଜର ମତ ରଖିଥିଲେ।

ଏହି ସମୟ ମଧ୍ୟରେ ସମସ୍ତେ ସହମତ ହୋଇଥିଲେ ଆଜି ମଧ୍ୟ ଖବରକାଗଜ ହେଉଛି ସବୁଠାରୁ ନିର୍ଭରଯୋଗ୍ୟ ଖବର ମାଧ୍ୟମ। ଏହି କାରଣ ହେଉଛି ଡିଜିଟାଲ ଏବଂ ସୋସିଆଲ ମିଡିଆର ଦ୍ରୁତ ବିସ୍ତାର ପରେ ମଧ୍ୟ ଭାରତରେ ଖବରକାଗଜର ପ୍ରଚାର ପ୍ରସାର ବୃଦ୍ଧି ପାଉଛି। ତେବେ ମଧ୍ୟ ଲୋକଙ୍କ ମଧ୍ୟରେ ଖବରକାଗଜର ନିଜସ୍ବ ଗୁରୁତ୍ୱ ରହିଛି। ଦିନସାରା ଟିଭି ଏବଂ ଡିଜିଟାଲ ମିଡିଆରେ ଖବର ଦେଖିବା ପରେ ପାଠକ ଖବରକାଗଜ ମଧ୍ୟ ପଢୁଛନ୍ତି ।

ଏଠାରେ ଲୋକମାନେ ପାଞ୍ଚରୁ ସାତ ଟଙ୍କାରେ ଖବରକାଗଜ ପାଆନ୍ତି। ବିଦେଶରେ ସମାନ ଖବରକାଗଜ ୩୦ରୁ୪୦ ଟଙ୍କାରେ ଉପଲବ୍ଧ।

ଗଣମାଧ୍ୟମରେ ମହିଳା ଖବରଦାତାଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାକୁ ସ୍ବାଗତ କରାଯିବା ଉଚିତ। ଲୋକଙ୍କ ଶିକ୍ଷା ତଥା କ୍ରୟ ଶକ୍ତିରେ କ୍ରମାଗତ ଭାବରେ ଉନ୍ନତି ହେଉଛି। ଲୋକଙ୍କ ଜାଣିବାର ଇଚ୍ଛା ମଧ୍ୟ ବଢୁଛି। ଏଥିପାଇଁ ଅନେକ ମାଧ୍ୟମ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri