Posted inଜାତୀୟ

ସିଲାବସ୍‌ ବଦଳାଇଲା NCERT, ପାଠ୍ୟପୁସ୍ତକରୁ ହଟିଲା ବାବ୍ରୀ ମସଜିଦ ଧ୍ୱସଂର ଉଦାହରଣ, ଯୋଡି ହେଲା ରାମ ମନ୍ଦିର ଆନ୍ଦୋଳନ

ନୂଆଦିଲ୍ଲୀ,୬।୪: ନ୍ୟାଶନାଲ କାଉନସିଲ ଅଫ ଏଜୁକେଶଡ଼ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନସିଆରଟି) ତା’ର ପାଠ୍ୟପୁସ୍ତକରେ କେତେକ ପରିବର୍ତ୍ତନ କରିଛି। ଗତବର୍ଷରେ ଘଟିଥିବା କିଛି ସମ୍ବେଦନଶୀଳ ବିଷୟଗୁଡିକୁ ତା’ର ସିଲାବସ୍‌ରୁ ହଟାଇଦେଇଛି। ତେଣୁ ଏଥର ସ୍କୁଲ ପିଲାଙ୍କ ପୁସ୍ତକରୁ ଅଯୋଧ୍ୟା ବାବ୍ରୀ ମସଜିଦି ବିଧ୍ୱଂସ ଓ ୨୦୦୨ ଗୁଜୁରାଟ ଦଙ୍ଗାର କେତେକ ଉଦାହରଣ ହଟାଇ ଦିଆଯାଇଛି।

ରିପୋର୍ଟ ଅନୁସାରେ ଏନସିଇଆରଟି ଦ୍ୱାଦଶ ଶ୍ରେଣୀ ପଲିଟିକାଲ ସାଇନ୍ସ ନୂଆ ପୁସ୍ତକର ଅଷ୍ଟମ ଅଧ୍ୟାୟରେ ଏପରି ପରିବର୍ତ୍ତନ କରାଯାଇଛି। ପାଠ୍ୟକ୍ରମରେ ଏପରି ସବୁ ପରିବର୍ତ୍ତନର୍ତ୍ତକୁ ନେଇ ଏନସିଇଆରଟି କହିଛି, ଗତ କିଛି ବର୍ଷରେ ଦେଶର ରାଜନୀତିରେ ଗୁରୁତ୍ୱପୂର୍ତ୍‌ଣ୍ଣ ପରିବର୍ତ୍ତନର୍ତ୍ତ ହୋଇଛି। ଯେଉଁଥିପାଇଁ ସିଲାବସକୁ ଅପଡେଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ଚାଷୀଙ୍କ ମୁଣ୍ଡରେ ଚଡ଼କ: ମଣ୍ଡିରେ ପଡ଼ିଛି ଧାନ, ଆସୁଛି ବର୍ଷା; ଦାବିରେ ଅଟଳ ମିଲର୍ସ ସଂଘ

ଭୁବନେଶ୍ୱର,୬।୧: ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ଅଚଳାବସ୍ଥା ଆଡ଼କୁ ଗତି କରୁଛି। ଗୋଟିଏ ପଟେ ରାଇସ୍ ମିଲରମାନେ ନିଜ ଜିଦ୍‌ରେ ଅଟଳ ଥିବାବେଳେ,...

ଓଟିଇଟି ପରୀକ୍ଷା ଦେଇପାରିବେ ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର; ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୬ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ୟୁପି ଭୋଟର ତାଲିକାରେ ବଡ଼ ପରିବର୍ତ୍ତନ: କଟିଗଲା ୨.୮୯ କୋଟି ଜଣଙ୍କ ନାମ

ଲକ୍ଷ୍ନୌ,୬।୧: ଉତ୍ତରପ୍ରଦେଶରେ କଟିଗଲା ୨.୮୯ କୋଟି ଭୋଟରଙ୍କ ନାମ। ନିର୍ବାଚନ କମିଶନରଙ୍କ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ପରେ ଏସବୁ...

ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, କହିଲେ ଏପରି

ଭୁବନେଶ୍ୱର,୬।୧: ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପୋଷ୍ଟ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ମଙ୍ଗଳବାର ଅର୍ଥାତ ଜାନୁଆରୀ ୬ ତାରିଖରେ...

ଲାଞ୍ଚ ନେଉଥିଲେ ଫରେଷ୍ଟର, ମାଡ଼ି ବସିଲା ଭିଜିଲାନ୍ସ: ସ୍କାଏ ଲାଇଟ୍‌ , ଝରକାରୁ ମିଳିଲା ପୁଳାପୁଳା ଟଙ୍କା

ବଲାଙ୍ଗୀର,୬।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଗୁଲୁମି ଫରେଷ୍ଟର ଅଶୋକ କୁମାର ନାଏକ ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ...

ଭଦ୍ରକରୁ ଵ୍ରହ୍ମପୁର ଦେଇ କବିସୂର୍ଯ୍ୟନଗର ହେଉଥିଲା ବ୍ରାଉନସୁଗର ଚାଲାଣ, ରେଳଷ୍ଟେସନ ମାଡିବସିଲା ପୋଲିସ

ଵ୍ରହ୍ମପୁର, ୬/୧(ସୁବାସ ଚନ୍ଦ୍ର ପାଢ଼ୀ): ଵ୍ରହ୍ମପୁର ଏବେ ନିଶା କାରବାରର ହବ ପାଲଟିଛି । ଅନ୍ୟ ଜିଲାରୁ ଗଞ୍ଜେଇ ଆଣି ଵ୍ରହ୍ମପୁର ଦେଇ ବାହାର ରାଜ୍ୟକୁ...

ଜୀବନ ନେଲା ସାରଳା ବସ୍, ସଡ଼କ ଦୁର୍ଘଟଣାରେ ସାମ୍ବାଦିକାଙ୍କ ମୃତ୍ୟୁ

ପୁରୀ,୬ା୧: ପିପିଲିରେ ଆଜି ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ମହିଳା ସାମ୍ବାଦିକାଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri