Categories: ଖେଳ

ଅବସର ଘୋଷଣା କଲେ ମୁରଲୀ ବିଜୟ

ନୂଆଦିଲ୍ଲୀ,୩୦।୧: ଭେଟେରାନ ଇଣ୍ଡିଆ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ୩୮ ବର୍ଷ ବୟସରେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି। ଏନେଇ ସେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

ବିଜୟ ୬୧ ଟେଷ୍ଟରୁ ୧୨ଟି ଟେଷ୍ଟ ଶତକ ଏବଂ ୧୫ଟି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ହାରାହାରି ୩୮.୨୮ରେ ମୋଟ୍‌ ୩୯୮୨ ରନ୍‌ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ବେଳେ ତାମିଲନାଡୁ ଖେଳାଳି ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗରେ ନିଜର ଚିହ୍ନ ଛାଡିଛନ୍ତି।

Share