Posted inଖେଳ

ଡବ୍ଲ୍ୟୁପିଏଲ୍‌ରେ ଟ୍ୟାକ୍ସି ଡ୍ରାଇଭର୍‌ଙ୍କ ଝିଅଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୧୦।୧୨: ମହିଳା ପ୍ରିମିୟର ଲିଗ ନିଲାମ ଆୟୋଜନ କରାଯାଇଥିଲା। ଏହି ନିଲାମରେ ଅନେକ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଥିଲା। ଏଥିରେ ଅଜଣା ଚେହେରା ନିଲାମରେ ସାମିଲ ହୋଇଥିଲେ। କିର୍ଥାନା ବାଲକ୍ରିଷ୍ଣନ ଏହି ନାମଗୁଡିକ ମଧ୍ୟରୁ ଅନ୍ୟତମ। ମହିଳା ପ୍ରିମିୟର ଲିଗ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ କିର୍ଥାନା ବାଲାକ୍ରିଷ୍ଣନଙ୍କୁ ଲକ୍ଷ ଟଙ୍କାରେ କିଣିଛି। ଡିସେମ୍ବର ୯ କିର୍ଥାନା ବାଲାକ୍ରିଷ୍ଣନ ଏବଂ ତାଙ୍କ ପରିବାର ପାଇଁ ଏକ ବିଶେଷ ଦିନ ଥିଲା। କିର୍ଥାନା ବାଲାକ୍ରିଷ୍ଣନଙ୍କ ଯାତ୍ରା ଉତ୍ଥାନରେ ପରିପୂର୍ଣ୍ଣ ଥିଲା। ଏଠାରେ ପହଞ୍ଚିବା ଯାତ୍ରା ସହଜ ନ ଥିଲା, କିନ୍ତୁ ଏହି ଯୁବ ଖେଳାଳି ସାହସ ହରାଇ ନ ଥିଲେ।
କିର୍ଥାନା ବାଲାକ୍ରିଷ୍ଣନ ଏକ ଅତି ସାଧାରଣ ପରିବାରର ଅଟନ୍ତି। କିର୍ଥାନା ବାଲକ୍ରିଷ୍ଣନଙ୍କ ପିତା ଜଣେ ଟ୍ୟାକ୍ସି ଡ୍ରାଇଭର, କିନ୍ତୁ ସେ ନିଜ ଝିଅର ସ୍ବପ୍ନକୁ ସାକାର କରିବା ପାଇଁ କୌଣସି ପ୍ରତିବନ୍ଧକକୁ କେବେ ହେଲେ ଆସିବାକୁ ଦେଇ ନ ଥିଲେ। କିର୍ଥାନା ମଧ୍ୟ ତାଙ୍କ ପିତାଙ୍କ କଠିନ ପରିଶ୍ରମକୁ ବ୍ୟର୍ଥ ହେବାକୁ ଦେଇନାହାଁନ୍ତି, ବର୍ତ୍ତମାନ ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ଭଳି ଏକ ବଡ଼ ଦଳ ପାଇଁ ଖେଳୁଥିବା ଦେଖିବାକୁ ମିଳିବ।
ମହିଳା ପ୍ରିମିୟର ଲିଗରେ ଖେଳିଥିବା ତାମିଲନାଡୁର ପ୍ରଥମ କ୍ରିକେଟର ହେଉଛନ୍ତି କିର୍ଥାନା। ଯଦିଓ ଏହାପୂର୍ବରୁ କିର୍ଥାନା ତାମିଲନାଡୁ ମହିଳା ଦଳ ତଥା ଇଣ୍ଡିଆ ମହିଳା ଗ୍ରୀନ, ସାଉଥ ଜୋନ ମହିଳା ଏବଂ ଅରେଞ୍ଜ ଡ୍ରାଗନ୍ସ ଭଳି ଦଳ ପାଇଁ ଖେଳିଛନ୍ତି, କିନ୍ତୁ ଏହା ପ୍ରଥମ ଥର ହେବ କିର୍ଥାନା ମହିଳା ପ୍ରିମିୟର ଲିଗରେ ଖେଳୁଥିବା ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମୃତ ପୋଲିସ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା

ଭୁବନେଶ୍ୱର,୨୨।୨: ଝାରସୁଗୁଡ଼ା ଜିଲା ସଦର ଥାନାରୁ ପ୍ରାୟ ଶହେ ମିଟର ଦୂର ଏଚ୍‌ କଣ୍ଟାପାଲି ଏନ୍‌ଏଚ୍‌ ୪୯ରେ ରବିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣ ପୋଲିସ…

ହାତୀ ମୃତ୍ୟୁ ଘଟଣା:୩ ଶିକାରୀ ଗିରଫ,ଏବେ ବି ଡେପୁଟି ରେଞ୍ଜର ଫେରାର…

ବାଲିଗୁଡ଼ା,୨୨ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୩ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri