ପ୍ରାଇଭେଟ୍‌ ଆଇଲାଣ୍ଡ କିଣିଲେ ମିକା

ବଲିଉଡର ଜଣେ ପ୍ରସିଦ୍ଧ ଗାୟକ ମିକା ସିଂ ଜଣାଶୁଣା। ତାଙ୍କର ଗୀତ ଯୋଗୁ ସେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ବଲିଉଡରେ ମିକାଙ୍କର ବହୁତ ପ୍ରଶଂସକ ଅଛନ୍ତି। ନିକଟରେ ମିକାଙ୍କ ସ୍ବୟଂବର ଆୟୋଜିତ ହୋଇଥିଲା। ଗାୟକ ଆକାକ୍ଷାଂ ପୁରୀଙ୍କୁ ମିକା ତାଙ୍କ ଜୀବନସାଥୀ ଭାବରେ ବାଛିଥିଲେ। ନିକଟରେ ମିକା ଏକ ପ୍ରାଇଭେଟ୍‌ ଆଇଲାଣ୍ଡ କିଣିଛନ୍ତି। ଏଥିରେ ସେ ଆଜିକାଲି ସମୟ ବିତାଉଛନ୍ତି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ ଏକ ଡଙ୍ଗା ଚଳାଉଥିବାର ଦେଖିବାକୁ ମିଳିଛି। ଡଙ୍ଗାରେ ମିକା ସିଂ ଲେଖାଯାଇଛି। ବଡିଗାର୍ଡମାନେ ଡଙ୍ଗା ପାର୍ଶ୍ୱରେ ଠିଆ ହୋଇଥିବା ଦେଖାଯାଇଛି। ମିକା ଆଇଲାଣ୍ଡ ସହିତ ସାତୋଟି ଡଙ୍ଗା ଏବଂ ୧୦ ଘୋଡା କିଣିଛି। ମିକା ସିଂ ବିଳାସପୂର୍ଣ୍ଣ ଗାଡି ଏବଂ ବଙ୍ଗଳାକୁ ମଧ୍ୟ ଭଲ ପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ବାପା ଗାଳିକୁ ସହିପାରିଲେନି, ଏକାଥରେ ବିଷ ପିଇ ୪ ନାବାଳିକାଙ୍କ ଆତ୍ମହତ୍ୟା

ଔରଙ୍ଗାବାଦ,୧୦।୨: ପୁଅମାନଙ୍କ ସହ ମିଳାମିଶା କରୁଥିବାରୁ ଝିଅଙ୍କୁ ସେମାନଙ୍କ ମା’ବାପା ଗାଳିଦେଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ୫ ନାବାଳିକା ଏକାଠି ବିଷ ପିଇଦେଲେ । ସେମାନଙ୍କ ମଧ୍ୟରୁ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଇଣ୍ଡିଆନ ଆଇଡଲ୍‌ -୧୬ ଫାଇନାଲରେ ଜ୍ୟୋତିର୍ମୟୀ: ମଙ୍ଗଳକାମନା କରି ଅଖଣ୍ଡ ଦୀପଦାନ

ନୀଳଗିରି, ୧୦।୨(ପ୍ରଶାନ୍ତ ବିଶ୍ୱାଳ):ସୋନି ଟିଭି ରିଆଲଟି ଶୋ ‘ଇଣ୍ଡିଆନ ଆଇଡଲ୍‌ -୧୬’ର ଫାଇନାଲ ରାଉଣ୍ଡରେ ପହଞ୍ଚତ୍ଛନ୍ତି ନୀଳଗିରି ମାଟିର ସୁନାଝିଅ ଜ୍ୟୋତିର୍ମୟୀ ନାୟକ। ବାଲେଶ୍ୱର ଜିଲା ନୀଳଗିରି…

ସାବଧାନ! ପପ୍‌ ସଙ୍ଗୀତ, ଟିଭି ଡ୍ରାମା ଦେଖିଲେ ଫାଶୀ

ପୋଙ୍ଗଓ୍ବାଙ୍ଗ,୧୦।୨: ଉତ୍ତର କୋରିଆରେ ପପ୍‌ ସଙ୍ଗୀତ ଏବଂ ସ୍କ୍ବିଡ୍‌ ଗେମ୍‌ ଭଳି ଦକ୍ଷିଣ କୋରିଆର ଟିଭି ଡ୍ରାମା ଦେଖିଲେ କଠୋର ଦଣ୍ଡ ମିଳୁଛି । ବର୍ଷ ବର୍ଷ…

ସେଚେଲସ୍‌କୁ ଭାରତର ୧୭୫ ନିୟୁତ ଡଲାର ସହାୟତା

ନୂଆଦିଲ୍ଲୀ,୧୦ା୨: ସେଚେଲସ୍‌କୁ ୧୭୫ ନିୟୁତ ଡଲାର ଅର୍ଥ ସହାୟତା ଯୋଗାଇ ଦେବାକୁ ଭାରତ ସରକାର ସୋମବାର ଘୋଷଣା କରିଛନ୍ତି। ଆଫ୍ରିକାର ଦକ୍ଷିଣ ପୂର୍ବ ଉପକୂଳରେ ଅବସ୍ଥିତ ଏହି ଦ୍ୱୀପପୁଞ୍ଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri