Posted inଖେଳ

ମାଇକେଲ କ୍ଲାର୍କଙ୍କ ବଡ଼ ବୟାନ…ଏହି ଖେଳାଳିଙ୍କ ଦୟାରୁ ପାଣ୍ଡ୍ୟାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ମିିଳିଛି ସୁଯୋଗ

ନୂଆଦିଲ୍ଲୀ,୧୧।୫: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଚୟନ ହୋଇଥିବା ଭାରତୀୟ ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମ୍ପର୍କକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯଦି ରୋହିତ ଚାହିଁ ନ ଥାନ୍ତେ ତେବେ ହାର୍ଦ୍ଦିକଙ୍କ ଚୟନ ହୋଇପାରି ନ ଥାନ୍ତା। ଏପରିକି ଆଇପିଏଲ୍‌ ସମୟରେ ଯେଉଁଭଳି ମତଭେଦ ଦେଖାଯାଉଛି ସେଭଳି କିଛି ନାହିଁ ବୋଲି ସେ କହିଛନ୍ତି।

କ୍ଲାର୍କ ଏକ ପୋଡକାଷ୍ଟରେ କହିଛନ୍ତି, ରୋହିତଙ୍କୁ ମୁଁ ଜାଣିଛି। ସେ ହାଦ୍ଦର୍ର୍ିକଙ୍କୁ ପାଖରେ ରଖିବେ।ଏହା ଦେଖାଏ ଯେ ସେ କେମିତି। ସେ ଭାରତୀୟ ଟିମ୍‌ର ଅଧିନାୟକ। ବିଶ୍ୱାସ କରନ୍ତୁ…ସେ ବିଶ୍ୱକପ୍‌ ଜିତିବାକୁ ଚାହୁଁଛନ୍ତି। ବିଶ୍ୱକପ୍‌ ଲାଗି ଯେଉଁ ୧୫ ଭାରତୀୟ ଖେଳାଳି ଚୟନ କରାଯାଇଛି ସେଥିରେ ରୋହିତଙ୍କ ବଡ଼ ଯୋଗଦାନ ରହିଛି।

କ୍ଲାର୍କ ଆହୁରି କହିଛନ୍ତି, ଏହା ଅଷ୍ଟ୍ରେଲିଆ ଟିମ୍‌ର ୧୫ ଖେଳାଳି ଚୟନଠାରୁ ବହୁତ ଅଲଗା। ଯଦି ରୋହିତ ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଥାନ୍ତା ଯେମିତି ଲୋକେ ଭାବୁଛନ୍ତି, ତେବେ ହାର୍ଦ୍ଦିକ ଟି୨୦ ବିଶ୍ୱକପ୍‌ ଟିମ୍‌ରେ ନ ଥାନ୍ତେ। କାରଣ ଭାରତୀୟ ଅଧିନାୟକଙ୍କ ଶକ୍ତି ଅଧିକ। ବିବାଦ ତ ରହିଥିଲା, ହେଲେ ଏହାଦ୍ୱାରା ସେମାନଙ୍କ ମଧ୍ୟର ବନ୍ଧୁତା, ଦଳ ଚୟନ ଉପରେ ଫରକ ପଡ଼ିନାହିଁ। ହାର୍ଦ୍ଦିକ ନିଜ ପ୍ରଦର୍ଶନ ଉପରେ ଧ୍ୟାନ ଦିଅନ୍ତୁ ବୋଲି ରୋହିତ ଚାହିଁବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ପାଇଁ ବିରାଟ କୋହଲିଙ୍କ ଆଗରେ ରଖିଲା ବଡ଼ ସର୍ତ୍ତ ରଖିଲା BCCI

ମୁମ୍ବାଇ,୧୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ର ପ୍ରଥମ ପର୍ଯ୍ୟାୟ ପାଇଁ BCCI କାର୍ଯ୍ୟସୂଚୀ ଘୋଷଣା କରିଛି। ଚଳିତ ସିଜନର ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ…

ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍‌ ମାମଲା, ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା

ପଦ୍ମପୁର,୧୧ା୩(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁରରେ ଦଶମ ଶ୍ରେଣୀର ସାମାଜିକ ବିଜ୍ଞାନ ପ୍ରଶ୍ନ ପତ୍ର ଲିକ୍‌ ମାମଲାରେ ବିଭିନ୍ନ ସ୍କୁଲର ୮ଜଣ ଶିକ୍ଷକଙ୍କୁ ପୋଲିସ ଅଟକ ରଖିଥିଲା।…

ରାଜଗାଙ୍ଗପୁରରେ ଚାଞ୍ଚଲ୍ୟ: ୭ ବର୍ଷୀୟା ନାବାଳିକାଙ୍କୁ ହତ୍ୟା

ରାଜଗାଙ୍ଗପୁର,୧୧।୩: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୭ ବର୍ଷୀୟା ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ରାଜଗାଙ୍ଗପୁର ପୋଲିସ ଜଣେ…

ଡ୍ୟୁଟି ପାଇଁ ଯାଉଥିଲେ, ସାମ୍ନାରୁ ଆସି ପିଟିଲା ବାଇକ୍‌; ଚାଲିଗଲା ଗ୍ରାମରକ୍ଷୀଙ୍କ ଜୀବନ, ଜଣେ ଯବାନ…

କୋକସରା,୧୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ସ୍ଥିତ ଦାସ କଲୋନୀ…

IPL ୨୦୨୬ ପାଇଁ କାର୍ଯ୍ୟସୂଚୀ ଘୋଷଣା: ମାତ୍ର ୧୫ ଦିନରେ ଖେଳାଯିବ ୨୦ ମ୍ୟାଚ୍‌, ମାର୍ଚ୍ଚ ୨୮ରୁ…

ନୂଆଦିଲ୍ଲୀ,୧୧।୩: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ର କାର୍ଯ୍ୟସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ତେବେ ଭାରତୀୟ…

ଯୁଦ୍ଧ ପ୍ରଭାବ: ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ସ୍ଥଗିତ

ନୂଆଦିଲ୍ଲୀ,୧୧ା୩: ମଧ୍ୟପ୍ରାଚ୍ୟ ଏବଂ ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗୁ ଏପ୍ରିଲରେ ଅହମଦାବାଦ୍‌ରେ ହେବାକୁ ଥିବା ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖାଯିବା ସହ ମେ’…

ଅନାସ୍ଥା ଭୋଟ୍‌ରେ ହାରିଗଲେ ପୌର ଉପାଧ୍ୟକ୍ଷା, ଜିତିଲେ…

ରାୟଗଡ଼ା,୧୧ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ଫଳାଫଳ ବୁଧବାର ପ୍ରକାଶ ପାଇଛି। ହାଇକୋର୍ଟରେ ରାୟ…

ବାଇକ୍‌ରେ ଚୋରା ଚାଲାଣ କରୁଥିଲେ ମଦ, ଘଟଣାସ୍ଥଳରୁ ମିଳିଲା…

ଦିଗପହଣ୍ଡି,୧୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଢେପାଗୁଡ଼ା, ତେଲିଆପଲ୍ଲୀ ସମେତ ବ୍ରହ୍ମପୁର ସଦର ଥାନା ଡେଙ୍ଗାପଦର ଗ୍ରାମରେ ବୁଧବାର ଅବକାରୀ ଟିମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri