Posted inଜାତୀୟ

ବିବାହିତ ବ୍ୟକ୍ତି ଲିଭଇନ ସମ୍ପର୍କରେ ରହିବା ବେଆଇନ: ହାଇକୋର୍ଟ…

ଚଣ୍ଡିଗଡ଼,୧୬।୯ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଲିଭ-ଇନ ସମ୍ପର୍କରେ ରହୁଥିବା ବିବାହିତ ବ୍ୟକ୍ତିଙ୍କ ଉପରେ ୨୫୦୦ ଟଙ୍କା ଜରିମାନା କରିଛନ୍ତି। ସେ ପୋଲିସର ସୁରକ୍ଷା ଦାବିରେ କୋଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ଆଲୋକ ଜୈନ ଏହାକୁ ଏକ ବେଆଇନ ସମ୍ପର୍କର ମାମଲା ବୋଲି କହିଛନ୍ତି ଏବଂ ଦୋହରାଇଛନ୍ତି ବିବାହିତ ବ୍ୟକ୍ତିମାନେ ସେମାନଙ୍କ ବିବାହ ପରେ ଅନ୍ୟମାନଙ୍କ ସହ ଲିଭଇନ ସମ୍ପର୍କ କରିପାରିବେ ନାହିଁ।

ବେଞ୍ଚ କହିଛନ୍ତି, ବିବାହ ପରବର୍ତ୍ତୀ ଦାମ୍ପତ୍ୟ ଜୀବନ ବାହାରେ ରହିବାକୁ ଜଣଙ୍କର ପସନ୍ଦ ଏହାର ଅର୍ଥ ନୁହେଁ ବିବାହିତ ବ୍ୟକ୍ତିମାନେ ବିବାହ ସମୟରେ ଅନ୍ୟମାନଙ୍କ ସହ ଲିଭ-ଇନ ସମ୍ପର୍କ ରଖିବା ପାଇଁ ସ୍ବାଧୀନ। କାରଣ ଏହା ଆଇନଗତ ଢାଞ୍ଚାର ଉଲ୍ଲଂଘନ ହେବ। ଏହି ଆବେଦନ ଦାଖଲ ବିବାହର ପବିତ୍ର ଅନୁଷ୍ଠାନର ନିୟମ ଉଲ୍ଲଂଘନ କରୁଥିବା ଆବେଦନକାରୀଙ୍କ ବେଆଇନ କାର୍ଯ୍ୟ ଉପରେ କୋର୍ଟର ସିଲ ଏବଂ ଦସ୍ତଖତ ରଖିବା ପାଇଁ ଆବେଦନ ଏକ ପ୍ରକାର ଉପକରଣ ବୋଲି ସେ କହିଛନ୍ତି।

ଆବେଦନକାରୀଙ୍କ ସମ୍ପର୍କ ଧରା ପଡ଼ିଯିବା ପରେ ବେଆଇନ ସମ୍ପର୍କକୁ ଲୁଚାଇବା ପାଇଁ ଆଇନର ପ୍ରକ୍ରିୟାର ଅପବ୍ୟବହାର ଏହା ଦ୍ୱାରା କରାଯାଇଥିବା କୋର୍ଟ କହିଛନ୍ତି। ଯେଉଁମାନେ ସେମାନଙ୍କ ଲିଭଇନ ସମ୍ପର୍କରେ ହସ୍ତକ୍ଷେପ କରୁଛନ୍ତି କିମ୍ବା ଯଦି ସେମାନଙ୍କ ଜୀବନ ପ୍ରତି ବିପଦ ଥାଏ ତେବେ ସେମାନେ ସିଆରପିସିର ଧାରା୧୫୪ ଅନୁଯାୟୀ ଏପଆଇଆର ଦାଖଲ କରିବାକୁ ସ୍ବତନ୍ତ୍ର। ସେମାନେ ଧାରା ୧୫୬(୩) ଅନୁଯାୟୀ ଏକ ଆବେଦନ କରନ୍ତୁ। ଅବା ପୋଲିସ କିମ୍ବା ଅଦାଲତରେ ଧାରା ୨୦୦ ଅନୁଯାୟୀ ଅଭିଯୋଗ ମାମଲା ପଞ୍ଜିକରଣ କରନ୍ତୁ। କୋର୍ଟ ଏହି ପିଟିଶନ ଖାରଜ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri