Posted inଜାତୀୟ

‘ଛାତ୍ରଙ୍କୁ ଉଠାଇବା ପାଇଁ ଆଲାର୍ମ ବଜାଉ ମନ୍ଦିର-ମସଜିଦ’, ବୋର୍ଡ ପରୀକ୍ଷା ପୂର୍ବରୁ ଖଟ୍ଟର ସରକାରଙ୍କ ଭିନ୍ନ ଏକ ନିର୍ଦ୍ଦେଶ

ଚଣ୍ଡିଗଡ଼,୨୬ ।୧୨; ହରିୟାଣାର ମନୋହର ଲାଲ ସରକାର ଭିନ୍ନ ଏକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଶିକ୍ଷାର ସ୍ତରକୁ ସୁଧାରିବା ପାଇଁ ସରକାର ମନ୍ଦିର, ମସଜିଦ ଓ ଗୁରୁଦ୍ୱାରକୁ ଅପିଲ କରିଛନ୍ତି କି ସକାଳୁ ସକାଳୁ ଛାତ୍ରୀଛାତ୍ରଙ୍କୁ ଉଠାଇବା ପାଇଁ ଆଲର୍ମ ବ୍ୟବସ୍ଥାକୁ ଆପଣାନ୍ତୁ । ଧର୍ମସ୍ଥଳରେ ଲାଗିଥିବା ଲାଉଡସ୍ପିକର ଜରିଆରେ ସକାଳର ସମୟ ଛାତ୍ରୀଛାତ୍ରଙ୍କୁ ଜଣାଇବା ପାଇଁ ଶବ୍ଦ ଦିଆଯିବ । ଏହାଦ୍ୱାରା ସରକାର ଶୀଘ୍ର ପରୀକ୍ଷାର୍ଥିଙ୍କୁ ଉଠାଇ ପାଠ ପଢିବାକୁ ପ୍ରୋତ୍ସାହିତ କରିବେ ।
ସୂଚନାଯୋଗ୍ୟ, ପ୍ରାୟ ମାର୍ଚ୍ଚ ମାସରେ ବୋର୍ଡ ପରୀକ୍ଷା ହେଉଥିବାରୁ ଏଥିପାଇଁ ଛାତ୍ରୀଛାତ୍ରମାନେ ପ୍ରସ୍ତୁତ ହେବାକୁ ପଡିଥାଏ । ରାଜ୍ୟର ଶିକ୍ଷା ବିଭାଗ ମନ୍ଦିର, ମସଜିଦ ଓ ଗୁରୁଦ୍ୱାରକୁ ୧୦ମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷାର୍ଥିଙ୍କୁ ସକାଳୁ ଶୀଘ୍ର ଉଠାଇବାକୁ କୁହାଯାଇଛି । ଫଳରେ ଏମାନେ ଆସନ୍ତା ବର୍ଷ ମାର୍ଚ୍ଚରେ ହେବାକୁ ଥିବା ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିପାରିବେ । କେବଳ ସେତିକି ନୁହେଁ ସ୍କୁଲର ଅଧିକାରୀମାନଙ୍କୁ ମଧ୍ୟ କୁହାଯାଇଛି କି ମାତାପିତା ସେମାନଙ୍କ ପିଲାମାନଙ୍କୁ ଭୋର ୪ଟା ୩୦ରୁ ନିଦରୁ ଉଠାଇ ଦିଅନ୍ତୁ । ଫଳରେ ସେମାନେ ପାଠପଢା ପାଇଁ ସକାଳ ସମୟକୁ ଉପଯୋଗ କରିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri