Posted inଜାତୀୟ

ମନୀଷ ସିସୋଡିଆ ମହାରଣା ପ୍ରତାପଙ୍କ ବଂଶଜ: ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୧।୮: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଘରେ ସିବିଆଇ ଚଢାଉକୁ ନେଇ ଆମ୍‌ ଆଦମୀ ପାର୍ଟୀ(ଏଏପି) ସରକାର ବାରମ୍ବାର ଭାଜପା ଉପରେ ଟାର୍ଗେଟ କରୁଛି। ଏଏପି ଏମ୍‌ପି ତଥା ଦଳର ମୁଖପାତ୍ର ସଞ୍ଜୟ ସିଂ ରବିବାର ଏକ ଖବରଦାତା ସମ୍ମିଳନୀ କରି ମନୀଷଙ୍କ ନାମ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ମନ୍ତବ୍ୟର ପାଲଟା ଜବାବ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୀଷ ଅନୁରାଗ ଠାକୁର ମନୀଷ ଜୀଙ୍କ ନାମ ପରିବର୍ତ୍ତନ କରିବା ପୂର୍ବରୁ ତାଙ୍କ ପରିବାର ବିଷୟରେ ଜାଣିବା ଉଚିତ। ସିସୋଡିଆ ମହାରଣା ପ୍ରତାପଙ୍କ ବଂଶଜ ବୋଲି ସଞ୍ଜୟ ବର୍ଣ୍ଣନା କରିଛନ୍ତି।
ସେ କହିଛନ୍ତି, ଦେଶ ତଥା ବିଶ୍ୱର ସବୁଠାରୁ ଲୋକପ୍ରିୟ ଶିକ୍ଷା ମନ୍ତ୍ରୀ ହେଉଛନ୍ତି ମନୀଷ ସିସୋଡିଆ। ଆମେରିକାର ରାଷ୍ଟ୍ରପତିଙ୍କ ସ୍ତ୍ରୀ ଭାରତ ଆସିଲେ, ଦିଲ୍ଲୀ ବିଦ୍ୟାଳୟଗୁଡ଼ିକୁ ଦେଖିବାକୁ ଯାଆନ୍ତି। ଦିଲ୍ଲୀରେ ସରକାରୀ ବିଦ୍ୟାଳୟରେ ଶୀତତାପ ନିୟନ୍ତ୍ରିତ କୋଠରୀ, ସୁଇମିଂ ପୁଲ, ହକି ପଡିଆ ନିର୍ମାଣ କରାଯାଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟ ଫଳାଫଳ ଘରୋଇ ବିଦ୍ୟାଳୟ ଅପେକ୍ଷା ଭଲ ହୋଇଛି। ଏସବୁ ଦେଖି ନରେନ୍ଦ୍ର ମୋଦି ଭୟଭୀତ ହୋଇପଡିଛନ୍ତି।
ଏଥିସହ ଗୁଜରାଟର ଏଏପି ନେତା ଇସୁଦାନ ଗଡଭି ମଧ୍ୟ ଏ ବିଷୟରେ ଟୁଇଟ କରିଛନ୍ତି। ସେ କହିଛନ୍ତି, ଭାଜପା ମହାରଣା ପ୍ରତାପଙ୍କ ବଂଶଧର ମନୀଷ ସିସୋଡିଆଙ୍କୁ ମିଥ୍ୟା ଅଭିଯୋଗରେ ହଇରାଣ କରୁଛି। ଏଥିପାଇଁ ଗୁଜରାଟର ରାଜପୁତ ଯୁବକମାନଙ୍କ ମଧ୍ୟରେ ରାଗ ବଢିଛି। ଆଗାମୀ ଦିନରେ ୫୦୦୦ରୁ ଅଧିକ ରାଜପୁତ ଯୁବକ ଏଏପିରେ ଯୋଗଦେବେ।
ସୂଚନାଯୋଗ୍ୟ, ମନୀଷ ସିସୋଡିଆଙ୍କ ଘରେ ସିବିଆଇ ଚଢାଉ ହେବା ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏଏପିକୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ଦୁର୍ନୀତିର ନୂଆ ରେକର୍ଡ ସୃଷ୍ଟି କରିବାରେ ଅରବିନ୍ଦ କେଜ୍‌ରିୱାଲ ଏକ ନମ୍ବର ସ୍ଥାନରେ ଅଛନ୍ତି। ମନୀଷ ସିସୋଡିଆଙ୍କନୂଆ ନାମ ବର୍ତ୍ତମାନ MONEY SHH… ରଖାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri