Categories: Video

Man Mijaj – Cuttack vs Bhubaneswar | ମନ୍ ମିଜାଜ୍ – କଟକ VS ଭୁବନେଶ୍ୱର

Cuttack vs Bhubaneswar argument is nothing new. Denizens of both these places claim their city to be the best. In this episode of Man Mijaj, we reached out to the gen-next and asked them what differentiates these two towns.

ମନ ମିଜାଜରେ ଏଥର ଟପିକ୍ କଟକ VS ଭୁବନେଶ୍ୱର । କଟକ ଲୋକ କୁହନ୍ତି କଟକ ଇଜ୍ ବେଷ୍ଟ, ଆଉ ରାଜଧାନୀର ଲୋକେ କୁହନ୍ତି ଭୁବନେଶ୍ୱର ବେଷ୍ଟ । ଏହି ଦୁଇଟି ସହର ମଧ୍ୟରେ ଡିଫରେଣ୍ଟ କଣ ରହିଛି ଚାଲନ୍ତୁ ଜାଣିବା ଯୁବପୀଢିଙ୍କ ଠାରୁ…