Posted inଜାତୀୟ

୪୦ ଫୁଟ ଗଭୀର ବୋରଓ୍ବେଲ୍‌ରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ, ୧୦।୩: ଦିଲ୍ଲୀର କେଶୋପୁର ମଣ୍ଡି ନିକଟରେ ଥିବା ସ୍ଥାନୀୟ ଜଳବୋର୍ଡର ଏକ ୪୦ ଫୁଟ ଗଭୀର ବୋରଓ୍ବେଲରେ ପଡ଼ିି ରବିବାର ଜଣେ ଯୁବକ(୩୦)ଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ(ଏନ୍‌ଡିଆର୍‌ଏଫ୍‌) ଦ୍ୱାରା ଉକ୍ତ ଯୁବକଙ୍କ ମୃତଦେହକୁ ଜବତ କରାଯାଇଛି। ଶନିବାର ବିଳମ୍ବିତ ରାତିରେ ଉକ୍ତ ବ୍ୟକ୍ତି ବୋରଓ୍ବେଲରେ ପଡ଼ିଯାଇଥିବାର ଖବର ପାଇ ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ସେବା(ଡିଏଫ୍‌ଏସ୍‌), ଏନ୍‌ଡିଆର୍‌ଅଫ୍‌ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଅପରେଶନ ଆରମ୍ଭ ହୋଇଥିଲା। ଏହି ଅଘଟଣକୁ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ସେହିପରି ଦିଲ୍ଲୀ ଜଳବୋର୍ଡକୁ ଏନେଇ ଯାଞ୍ଚ ଆଦେଶ ଦିଆଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅଭିଯୋଗକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆତିଶୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ଉପରେ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ କେଏଲ ରାହୁଲ, କହିଲେ ‘ମୁଁ ଦଳ ପାଇଁ…’

ନୂଆଦିଲ୍ଲୀ,୨୯।୧: କେଏଲ ରାହୁଲ ଜଣେ ଷ୍ଟାର ଭାରତୀୟ କ୍ରିକେଟର ଯିଏ ଟିମ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି। ତଥାପି, ସେ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଦଳରେ ସାମିଲ…

ଟି-୨୦ ବିଶ୍ୱକପ ପୂର୍ବରୁ ଫୁଟିଲା ମ୍ୟାଚ ଫିକ୍ସିଂ ବୋମା: ଏହି କ୍ରିକେଟର୍‌ ସସ୍‌ପେଣ୍ଡ୍‌

ନୂଆଦିଲ୍ଲୀ,୨୯।୧: ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଆମେରିକା କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଆଇସିସି ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଆରୋନ ଜୋନ୍ସଙ୍କୁ ନିଲମ୍ବିତ କରିଛି।…

ଫେବୃଆରୀରୁ ଏସବୁ ନିୟମରେ ହେବ ବଡ଼ ପରିବର୍ତ୍ତନ, ତୁରନ୍ତୁ କରିନିଅନ୍ତୁ ସବୁକିଛି, ନଚେତ୍‌…

ନୂଆ ମାସ ଆରମ୍ଭ ହେବ। ଏହା ସହିତ ଦୈନନ୍ଦିନ ଜୀବନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଫେବୃଆରୀ ୧ରୁ FASTag, ଜମି…

ମା’ଙ୍କୁ ହତ୍ୟା କଲେ ଜନ୍ମ କଲା ପୁଅ, ଟଙ୍କା ଦେବାକୁ ମନା କରିବାରୁ…

ମୋରଡା,୨୯।୧(ସ୍ମାରକ ମାଜୀ): ମା’ର ହତ୍ୟାକାରୀ ସାଜିଲା ପୁଅ। ଯେଉଁ ପୁଅକୁ ନିଜ ହାତରେ ଖୁଆଇ ପିଆଇ ବଡ଼ କରିଥିଲେ ସେହି ପୁଅ ମା’ର କାଳ ସାଜିଲା। ଏଭଳି…

ସରକାରୀ ବିଭାଗରେ ୩କୋଟିରୁ ଉର୍ଦ୍ଧ୍ବ ବିଦ୍ୟୁତ ବିଲ୍ ବକେୟା, ପଦକ୍ଷେପ…

ରାୟଗଡ଼ା,୨୯।୧:(ଆଶିଷ ରଞ୍ଜନ ପଣ୍ଡା): ସାଧାରଣ ମଧ୍ୟବିତ ଲୋକ ଘରେ ସ୍ମାର୍ଟ ମିଟର ଲଗାଇ ଦୁଇରୁ ତିନି ମାସ ଅଧିକା ସମୟ ବିଲ୍ ବକେୟା ରହିଲେ ବିଦ୍ୟୁତ ବିଭାଗ…

ଏହି ୩ IASଙ୍କୁ ମିଳିବ ଏସିଏସ୍‌ ପାହ୍ୟା: ଖୁବ୍‌ଶୀଘ୍ର IAS ସ୍ତରରେ ହେବ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର,୨୯ା୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୩ ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀଙ୍କୁ ଖୁବ୍‌ଶୀଘ୍ର ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍‌) ପାହ୍ୟା ମିଳିବ। ଏନେଇ ରାଜ୍ୟ…

ସୁନା ଦରରେ ରେକର୍ଡ ସ୍ତରରେ ବୃଦ୍ଧି: ଏକାଥରକେ ବଢିଲା ୧୧ ହଜାର ଟଙ୍କା

ଭୁବନେଶ୍ୱର,୨୯।୧: ସୁନା ଦରରେ ରେକର୍ଡ ସ୍ତରରେ ବୃଦ୍ଧି । ଆଉ ଛୁଇଁହେବନି। ଏକାଥରକେ ୨୪ କ୍ୟାରେଟ ସୁନା ୧୧ ହଜାର ୭୭୦ ଟଙ୍କା ବୃଦ୍ଧି ପାଇଛି। ୧୦…

ହସ୍ପିଟାଲ୍‌ରେ ଭୟାବହ ଅଗିକାଣ୍ଡ, ସବୁକିଛି ଜଳିପୋଡ଼ି ଛାରଖାର

ଝାରସୁଗୁଡ଼ା,୨୯।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବେହେରମାଲସ୍ଥିତ ତ୍ରିଲୋଚନ ନେତ୍ରାଳୟରେ ସଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରୋଗୀଙ୍କ କୌଣସି କ୍ଷୟକ୍ଷତି ହୋଇ ନ ଥିବାବେଳେ ଲ୍ୟାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri