Posted inଖେଳ

୫ ଫ୍ରାଞ୍ଚାଇଜର ଖେଳାଳି ତାଲିକା

ମୁମ୍ବାଇ,୧୪ା୨ : ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ)ର ପ୍ରଥମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମୀ ଶେଷ ହୋଇଛି। ୯୦ଟି ସ୍ଲଟ ପାଇଁ ୪୦୯ ଖେଳାଳିଙ୍କ ନିଲାମୀ ହୋଇଥିଲା। ୨୪୬ ଜଣ ଭାରତୀୟ ଏବଂ ୧୬୩ ବିଦେଶୀ ଖେଳାଳିଙ୍କୁ ନେଇ ନିଲାମୀ ସମ୍ପନ୍ନ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଜାଏଣ୍ଟ୍ସ ୧୮ ଜଣ ଲେଖାଏ ଖେଳାଳି କିଣିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ୧୭ ଓ ୟୁପି ଓ୍ବାରିୟର୍ଜ ୧୬ ଜଣ ଖେଳାଳିଙ୍କୁ କିଣିବାରେ ସଫଳ ହୋଇଥିଲା। ୫ ଫ୍ରାଞ୍ଚାଇଜିର ସମ୍ପୂର୍ଣ୍ଣ ଦଳ ତାଲିକା…

ଦିଲ୍ଲୀ କ୍ୟାପିଟାଲ୍ସ
ଜେମିମା ରୋଡ୍ରିଗୁଏଜ(୨.୨ କୋଟି),ଶେଫାଳି ବର୍ମା (୨ କୋଟି), ମାରିଜେନ୍‌ କାପ୍‌ (୧.୫ କୋଟି) , ମେଗ ଲାନିଙ୍ଗ (୧.୧ କୋଟି), ଆଲିସ୍‌ କାପ୍‌ସି (୭୫ ଲକ୍ଷ), ଶିଖା ପାଣ୍ଡେ (୬୦ ଲକ୍ଷ), ଜେସ୍‌ ଜୋନାସେନ୍‌(୫୦ ଲକ୍ଷ), ଲୌରା ହାରିସ୍‌(୪୫ ଲକ୍ଷ), ରାଧା ଯାଦବ(୪୦ ଲକ୍ଷ), ଅରୁନ୍ଧତୀ ରେଡ୍ଡୀ(୩୦ ଲକ୍ଷ), ମିନ୍ନୁ ମଣି(୩୦ ଲକ୍ଷ), ପୁନମ ଯାଦବ (୩୦ ଲକ୍ଷ), ସ୍ନେହା ଦୀପ୍ତି( ୩୦ ଲକ୍ଷ), ତାନିୟା ଭାଟିଆ(୩୦ ଲକ୍ଷ), ତିତାସ୍‌ ସାଧୁ(୨୫ ଲକ୍ଷ), ଜାସିଆ ଅକତର(୨୦ ଲକ୍ଷ), ଅପର୍ଣ୍ଣା ମଣ୍ଡଳ(୧୦ ଲକ୍ଷ), ତାରା ନୋରିଶ(୧୦ ଲକ୍ଷ)।

ଗୁଜରାଟ ଜାଏଣ୍ଟ୍ସ
ଆସ୍‌ଲେ ଗାର୍ଡନର(୩.୨ କୋଟି), ବେଥ୍‌ ମୁନି(୨ କୋଟି), ଜର୍ଜିଆ ଓ୍ବେୟାରହାମ୍‌(୭୫ ଲକ୍ଷ), ସ୍ନେହ ରାଣା(୭୫ ଲକ୍ଷ), ଆନାବେଲ ସଦରଲାଣ୍ଡ(୭୦ ଲକ୍ଷ), ଡିଆଣ୍ଡ୍ରା ଡଟିନ୍‌(୬୦ ଲକ୍ଷ), ସୋଫିଆ ଡଙ୍କଲି(୬୦ ଲକ୍ଷ), ସୁଷମା ବର୍ମା(୬୦ ଲକ୍ଷ), ତନୁଜା କନଓ୍ବର(୫୦ ଲକ୍ଷ), ହରଲିନ୍‌ ଦେଓଲ୍‌(୪୦ ଲକ୍ଷ), ଅଶ୍ୱିନୀ କୁମାରୀ(୩୫ ଲକ୍ଷ), ଦୟଲାନ ହେମଲତା(୩୦ ଲକ୍ଷ), ମାନସୀ ଯୋଶୀ(୩୦ ଲକ୍ଷ), ମୋନିକା ପଟେଲ(୩୦ ଲକ୍ଷ),ସବ୍ବିନେନୀ ମେଘନା (୩୦ ଲକ୍ଷ), ହର୍ଲି ଗାଲା(୧୦ ଲକ୍ଷ), ପାରୁଣିକା ସିସୋଦିଆ(୧୦ ଲକ୍ଷ), ଶବନମ ଶକିଲ (୧୦ ଲକ୍ଷ)।

ମୁମ୍ବାଇ ଇଣ୍ଡିଆନ୍ସ
ନାଟାଲି ସ୍କିଭର(୩.୨କୋଟି), ପୂଜା ବସ୍ତ୍ରକାର(୧.୯ କୋଟି), ହରମନ୍‌ପ୍ରୀତ କୌର୍‌(୧.୮ କୋଟି), ୟସ୍ତିକା ଭାଟିଆ (୧.୫ କୋଟି), ଆମେଲିଆ କେର(୧ କୋଟି), ଅମନଜୋତ କୌର(୫୦ ଲକ୍ଷ), ହେଲି ମାଥ୍ୟୁସ (୪୦ ଲକ୍ଷ), କ୍ଲୋଏ ଟ୍ରାୟନ(୩୦ ଲକ୍ଷ), ହିଥର ଗ୍ରାହାମ(୩୦ ଲକ୍ଷ), ଇସାବେଲ ଓଙ୍ଗ(୩୦ ଲକ୍ଷ), ପ୍ରିୟଙ୍କା ବାଲା(୨୦ ଲକ୍ଷ), ଧାରା ଗୁଜ୍ଜର(୧୦ ଲକ୍ଷ), ହୁମାଇରା କାଜି (୧୦ ଲକ୍ଷ), ଜିନ୍ତିମାନି କାଲିତା (୧୦ ଲକ୍ଷ), ନୀଲମ ବିସ୍ତ (୧୦ ଲକ୍ଷ), ସାଇକା ଇଶାକ୍‌ (୧୦ ଲକ୍ଷ), ସୋନମ ଯାଦବ (୧୦ ଲକ୍ଷ)।

ଆରସିବି
ସ୍ମୃତି ମନ୍ଧାନା(୩.୪ କୋଟି), ରିଚା ଘୋଷ(୧.୯ କୋଟି), ,ଲିସ୍‌ ପେରୀ(୧.୭ କୋଟି), ରେଣୁକା ସିଂ(୧.୫ କୋଟି), ସୋଫି ଡିଭାଇନ୍‌(୫୦ ଲକ୍ଷ), ହିଥର ନାଇଟ୍‌(୪୦ ଲକ୍ଷ), ମେଗାନ୍‌ ଶୁଟ୍‌(୪୦ ଲକ୍ଷ), କନିକା ଆହୁଜା(୩୫ ଲକ୍ଷ), ଡେନ୍‌ ଭାନ୍‌ ନିକର୍କ(୩୦ ଲକ୍ଷ), ଏରିନ୍‌ ବର୍ନସ (୩୦ ଲକ୍ଷ), ପ୍ରୀତି ବୋଷ (୩୦ ଲକ୍ଷ), କୋମଲ ଜାଞ୍ଜଡ୍‌(୨୫ ଲକ୍ଷ), ଆଶା ଶୋବନା(୧୦ ଲକ୍ଷ), ଦିଶା କଶାଟ (୧୦ ଲକ୍ଷ), ଇନ୍ଦ୍ରାଣୀ ରୟ (୧୦ ଲକ୍ଷ), ପୁନମ ଖେମନାର (୧୦ ଲକ୍ଷ), ଶାହନା ପଓ୍ବାର (୧୦ ଲକ୍ଷ), ଶ୍ରେୟଙ୍କା ପାଟିଲ (୧୦ ଲକ୍ଷ)।

ୟୁପି ଓ୍ବାରିୟର୍ଜ
ଦୀପ୍ତି ଶର୍ମା (୨.୬ କୋଟି), ସୋଫି ଏକେଲଷ୍ଟୋନ(୧.୮ କୋଟି), ଦେବିକା ବୈଦ୍ୟ(୧.୪ କୋଟି), ଟାହଲିଆ ମ୍ୟାକଗ୍ରାଥ(୧.୪ କୋଟି), ଶବନିମ୍‌ ଇସମାଇଲ(୧ କୋଟି), ଗ୍ରେସ୍‌ ହାରିସ୍‌(୭୫ ଲକ୍ଷ), ଅଞ୍ଜଳି ଶ୍ରାବଣୀ(୫୫ ଲକ୍ଷ), ରାଜେଶ୍ୱରୀ ଗାଏକ୍ୱାଡ(୪୦ ଲକ୍ଷ), ଶ୍ୱେତା ଶେରାଓ୍ବତ(୪୦ ଲକ୍ଷ), କିରଣ ନାଭଗିରେ(୩୦ଲକ୍ଷ), ଲରେନ୍‌ ବେଲ୍‌(୩୦ ଲକ୍ଷ), ଲକ୍ଷ୍ମୀ ଯାଦବ(୧୦ ଲକ୍ଷ), ପାର୍ଶଭି ଚୋପ୍ରା(୧୦ ଲକ୍ଷ), ଏସ୍‌ ଯଶସ୍ରୀ(୧୦ ଲକ୍ଷ), ସିମରନ୍‌ ଶେଖ୍‌ (୧୦ ଲକ୍ଷ)।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri