Categories: ଫୁରସତ

ବନ୍ୟାରେ ବୁଡି ଯାଉଥିବା ସିଂହ ଉଠିବାକୁ କରୁଛି ସଂଘର୍ଷ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କେତେକ ଭିଡିଓ ଭାବପ୍ରବଣ କରିଦିଏ। ଠିକ୍‌ ସେପରି ଏକ ଭିଡିଓ ସୋସିଆଲ ମିହିଆରେ ଘୂରିବୁଲୁଛି। ଯାହାକୁ ଦେଖିଲେ ଆପଣଙ୍କ ମନରେ ମଧ୍ୟ ଦୟା ଆସିଯିବ। ଗୁଜୁରାଟର ଆମରେଲିର ଗିର୍‌ ଜଙ୍ଗଲରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଜଙ୍ଗଲରେ ଥିବା ଏକ ସିଂହ ବନ୍ୟା ପାଣିରେ ଭାସିଯାଉଛି। ଆଉ ସିଂହଟି ପାଣିରୁ ଉଠିବାକୁ ଚେଷ୍ଟା କରୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଗୁଜୁରାଟରେ ଲଗାତାର ବର୍ଷା ହେବା ଫଳରେ ସୁରଟ ଏବଂ ଅହମ୍ମଦାବାଦ ଭଳି ସହରଗୁଡ଼ିକରେ ବନ୍ୟା ସୃଷ୍ଟି ହୋଇଛି।

 

 

Share