ଲାଇଫ ଷ୍ଟାଇଲ୍‌ର ପୂଜା ସମ୍ଭାର

ଭୁବନେଶ୍ୱର,୪।୧୦: ଲାଇଫ୍‌ଷ୍ଟାଇଲ୍‌ର ବହୁ ପ୍ରତୀକ୍ଷିତ ‘ପୂଜା ସମ୍ଭାର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଲାଇଫ ଷ୍ଟାଇଲ୍‌ ପୂଜା ସମ୍ଭାରରେ ଆକର୍ଷଣୀୟ ପୋଷାକ ପ୍ରଦାନ କରୁଛି, ଯାହା ଉତ୍ସବର ସମୃଦ୍ଧ ପରମ୍ପରାକୁ ଗ୍ରହଣ କରିବାର ଆବଶ୍ୟକତା ପୂରଣ କରିବ। ଆଧୁନିକ ସିଲ୍‌ହୋଟ୍‌ରେ ସୂକ୍ଷ୍ମ ଭାବେ ପ୍ରସ୍ତୁତ କୁର୍ତାଠାରୁ ସମସାମୟିକ ଫ୍ୟୁଜନ ପର୍ଯ୍ୟନ୍ତ ସବୁ କିଛି ଉକ୍ତ ସମ୍ଭାରରେ ସାମିଲ ରହିଛି। ଏ ସମ୍ପର୍କରେ ଲାଇଫ୍‌ଷ୍ଟାଇଲ୍‌ର ସହକାରୀ ଉପାଧ୍ୟକ୍ଷ ଓ ମାର୍କେଟିଂ ମୁଖ୍ୟ ରୋହିଣୀ ହଲଦିଆ କହିଛନ୍ତି, ବିଶିଷ୍ଟ ଫ୍ୟାଶନ ଆଇକନ ମିମି ଚକ୍ରବର୍ତ୍ତୀଙ୍କ ସହଯୋଗିତାରେ ଆମେ ଆମର ପୂଜା ସମ୍ଭାରକୁ ଉନ୍ମୋଚନକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ସଦ୍ୟତମ ଉତ୍ସବ ସମ୍ଭାରରେ ପୂଜାର ଜୀବନ୍ତ ଭାବ ପ୍ରତିଫଳିତ ହୋଇଛି, ତା’ର ଜୀବନ୍ତ ରଙ୍ଗ ଓ ସମସାମୟିକ ଡିଜାଇନ ଫ୍ୟାଶନପ୍ରେମୀଙ୍କୁ ସେମାନଙ୍କ ଷ୍ଟାଇଲ୍‌ ବଢ଼ାଇବାକୁ ଅନୁପ୍ରାଣିତ କରୁଛି। ଆମର ଷ୍ଟୋର ଓ ଅନ୍‌ଲାଇନରେ ପୂଜା ସମ୍ଭାରକୁ ହାସଲ କରିବା ଲାଗି ଆମର ସମସ୍ତ ମୂଲ୍ୟବାନ୍‌ ଗ୍ରାହକଙ୍କୁ ଆମେ ହାର୍ଦ୍ଦିକ ଆମନ୍ତ୍ରଣ କରୁଛୁ। ସେହିଭଳି ମିମି ଚକ୍ରବର୍ତ୍ତୀ କହିଛନ୍ତି, ଲାଇଫ୍‌ଷ୍ଟାଇଲ୍‌ ସହିତ ସହଯୋଗିତା ସର୍ବଦା ଏକ ଉଲ୍ଲାସପୂର୍ଣ୍ଣ ଅନୁଭବ ରହିଛି। ଏହି ସହଯୋଗିତା ଷ୍ଟାଇଲ୍‌ର ପରିସୀମାକୁ ବ୍ୟାପକ କରିଛି। ଅପରପକ୍ଷରେ ଗ୍ରାହକମାନେ ୫୦୦୦ ଟଙ୍କାର ଶପିଙ୍ଗ୍‌ କଲେ ମାତ୍ର ୧୧୫୯ ଟଙ୍କାରେ ବୋଟ୍‌ର ବ୍ଲୁ ଟୁଥ୍‌ ସ୍ପିକର ପାଇପାରିବେ। ସେହିପରି ଯେଉଁମାନେ ୧୦,୦୦୦ଟଙ୍କାର ଶପିଙ୍ଗ୍‌ କରିବେ ସେମାନେ ମାତ୍ର ୨୧୦୦ଟଙ୍କାରେ ବୋରୋସିଲ୍‌ (୨୭ଖଣ୍ଡ ବୋରୋସିଲ୍‌) ଡିନର୍‌ ସେଟ୍‌ ପାଇପାରିବେ। ଅପରପକ୍ଷରେ ଆଇସିଆଇସିଆଇ କ୍ରେଡିଟ୍‌ କାର୍ଡରେ ୭୫୦୦ଟଙ୍କାରୁ ଅଧିକ ଶପିଙ୍ଗ୍‌ କଲେ ୧୦% ରିହାତି ଏବଂ ପେଟିଏମ୍‌କୁ ବ୍ୟବହାର କରି ୨,୯୯୯ ଟଙ୍କାର ଶପିଙ୍ଗ୍‌ କଲେ ୭୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ ବ୍ୟାକ୍‌ ମିଳିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri