Posted inVideo

Let’s explore Balasore temples | ଚାଲ ବୁଲିବା ବାଲେଶ୍ୱରର ପ୍ରମୁଖ ମନ୍ଦିର

Featured Video Play Icon

For nature lovers the Balasore has a plethora of tourist attractions like Panchalingeshwar, Emami Jagannath Temple, Khirachira Gopinath Temple, Chandipur Beach and Chawmukh. Added to those, is the amazing cuisine available in Balasore which will certainly titillate your taste buds. Come let’s explore Balasore in this video. Do give your views in the comments section.

‘ଚାଲ ବୁଲିବା’ର ଏହି ସ୍ପେଶାଲ ଏପିସୋଡରେ ଏଥର ଆମେ ବୁଲିଥିଲୁ ବାଲେଶ୍ୱରର ପ୍ରମୁଖ ଖୀରଚୋରା ଗୋପୀନାଥ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ଇମାମି ଜଗନ୍ନାଥ ମନ୍ଦିର ସହିତ ନୀଳଗିରିର ଐତିହାସିକ ରାଜବାଟି । ଏହିସବୁ ପର୍ଯ୍ୟଟନ ସ୍ଥଳୀର ମହତ୍ୱ ଅନେକ ରହିଥିବାରୁ ପର୍ଯ୍ୟଟକ ବେଶ ଭିଡ଼ ଜମିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଏଣିକି ପିଲାଙ୍କ ଘରକୁ ଯିବେ ସ୍କୁଲ ଶିକ୍ଷକ | Education | School Students | Dharitri

ପିଲା ସ୍କୁଲ ନ ଆସିଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ । ଘରକୁ ଯାଇ ବୁଝିବେ ସ୍କୁଲ ନ ଆସିବାର କାରଣ, ଡିଇଓ-ବିଇଓଙ୍କୁ ସ୍କୁଲ୍ ଓ ଗଣଶିକ୍ଷା…

Featured Video Play Icon

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଏକ ସେମିନାରରେ ଯୋଗ ଦେବାକୁ ବିମାନରେ ମଧ୍ୟରାତ୍ରରେ ରାୟପୁର ଯାତ୍ରା କରୁଥିଲେ କଟକ ଏସସିବି ମେଡିକାଲ ସର୍ଜରୀ ବିଭାଗର ଡ଼ାକ୍ତର ଜ୍ୟୋତିର୍ମୟ ନାୟକ । ସେହି ବିମାନରେ…

Featured Video Play Icon

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଗତକାଲି ସନ୍ଧ୍ୟାରେ କମିଶନରେଟ ପୋଲିସ ପକ୍ଷରୁ ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ଏଡିସିପି ସଞ୍ଜୟ…

Featured Video Play Icon

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ଆଜିଠାରୁ ଖୋଲା ପେଟ୍ରୋଲ ଦେଲେ ହେବ କାର୍ଯ୍ୟାନୁଷ୍ଠାନ । ଓଡ଼ିଶାରେ ପେଟ୍ରୋଲ ପମ୍ପରୁ ବୋତଲ କିମ୍ବା ଅନ୍ୟ କୌଣସି ଜାରରେ ଗ୍ରାହକ ପେଟ୍ରୋଲ ଆଣିପାରିବେ ନାହିଁ ।

Featured Video Play Icon

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ଏମିତି ମନ୍ଦିର, ଯେଉଁଠି ଭକ୍ତ ଲେଖିଥିବା ଚିଠି ପଢନ୍ତି ମା ହସନମ୍ବା । ଚିଠିରେ ମନସ୍କାମନା ଲେଖିଲେ ପୂରଣ ହୁଏ ଇଚ୍ଛା ।

Featured Video Play Icon

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ଶେଷ ହେଲା ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଶୁଣନ୍ତୁ ଏନେଇ କ’ଣ କହୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

Featured Video Play Icon

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ | Suna Besha 2025

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri