ନୂଆଦିଲ୍ଲୀ,୧୩।୧୨: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି। ତିନି ଦିନିଆ ଗସ୍ତରେ ଭାରତ ଗସ୍ତରେ ଲିଓନେଲ ମେସି। କୋଲକାତା ବିମାନବନ୍ଦରରେ ମେସିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ମମତା ବାନାର୍ଜୀ ଓ ଶାହାରୁଖ ଖାନଙ୍କୁ ସାକ୍ଷାତ କରିବେ। ଫୁଟବଲ ପ୍ରେମୀଙ୍କ ସହ ସିଟି ଅଫ ଜୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। କୋଲକାତା ପରେ ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀରେ କାର୍ଯ୍ୟକ୍ରମ ରହିଛି।

