Categories: ଫୁରସତ

ହାଓ୍ବାଇରେ ଲାଭା ନଦୀ

ଓ୍ବାଶିଂଟନ: ଆମେରିକା ହାଓ୍ବାଇରେ ସୃଷ୍ଟ ଲାଭା ନଦୀର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି। ଏହି ଲାଭା ହାଓ୍ବାଇରେ ଥିବା କିଲାଉଇଆ ଆଗ୍ନେୟଗିରିର ବୋଲି ଖବର ପ୍ରକାଶ ପାଇଛି। ହାଓ୍ବାଇରେ ମୋଟ ୫ଟି ଭୋଲକାନୋ ବା ଆଗ୍ନେୟଗିରି ରହିଛି। ୨୦୨୧ ସେପ୍ଟେମ୍ବରରୁ କିଛିଦିନର ଅନ୍ତରରେ ଆଗ୍ନେୟଗିରିରୁ ଲାଭା ନିର୍ଗତ ହେବାରେ ଲାଗିଛି। ୨୪ ଘଣ୍ଟା ଧରି ଭୋଲକାନୋରୁ ଲାଭା ବାହାରୁଥିବାବେଳେ ଏହା ନଦୀ ଭଳି ଦୃଷ୍ଟିଗୋଚର ହେଉଛି।

Share