ପୂଜା ଅଫର ‘ବାଏ ୧ ଗେଟ୍‌ ୨’ର ଶୁଭାରମ୍ଭ

ଭୁବନେଶ୍ୱର,୨୮।୯: ରାଜ୍ୟର ପ୍ରମୁଖ ତଥା ସର୍ବ ପୁରାତନ ବାଣିଜି୍ୟକ ସଂସ୍ଥା ରାଜ୍‌ ଇଲେକଟ୍ରୋନିକ୍ସ ପକ୍ଷରୁ ଚଳିତ ବର୍ଷର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବାଏ ଓ୍ବାନ୍‌ ଗେଟ୍‌ ଟୁ ଅଫର ମାଧ୍ୟମରେ ରାଜ୍‌ ଇଲେକ୍ଟ୍ରୋନିକ୍ସ ଗ୍ରାହକମାନଙ୍କୁ ଅନେକ ଆକର୍ଷଣୀୟ ଅଫର ମଧ୍ୟ ଭେଟି ଦେଉଛି। ଏପରିକି ଅନେକ ନାମୀଦାମୀ କମ୍ପାନୀଗୁଡ଼ିକର ପୂଜା ଅଫର ଜରିଆରେ ଗ୍ରାହକମାନେ ଜିତିପାରିବେ। ସେହିଭଳି ବମ୍ପର ଅଫର ମାଧ୍ୟମରେ ମାରୁତି ବ୍ରିଜା କାର୍‌ ରହିଥିବା ବେଳେ ଗ୍ରାଣ୍ଟ ଅଫରରେ ଏୟାର କଣ୍ଡିସନର, ଏଲ୍‌ଇଡି ଟିଭି, ସାଇଡ ବାଇ ସାଇଡ ରେଫ୍ରିଜରେଟର,ସାମ୍‌ସଙ୍ଗ୍‌ ଗ୍ୟାଲେକ୍ସି ଏସ୍‌ଏ୨୨ ଅଲ୍‌ଟ୍ରା, ଏଲ୍‌ଜି ସାଉଣ୍ଡ ବାର୍‌, ସାମ୍‌ସଙ୍ଗ୍‌ ଗ୍ୟାଲେକ୍ସି ଏ୩୨, ମିନି ରେଫ୍ରିଜରେଟର ଏବଂ ଡିଶ୍‌ୱାସର ଭଳି ଅନେକ କିଛି ସାମିଲ ରହିଛି। ଏତଦ୍‌ବ୍ୟତୀତ ଗ୍ରାହକମାନେ ବିଭିନ୍ନ ବଛା ବଛା ମଡେଲ ଉପରେ ୪୦% ପର୍ଯ୍ୟନ୍ତର ଡିସ୍‌କାଉଣ୍ଟ ସାଙ୍ଗକୁ ଫାଇନାନ୍ସରେ କିଣୁଥିବା ପ୍ରଡକ୍ଟ ଉପରେ ମଧ୍ୟ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ଏବଂ ବିଭିନ୍ନ ନାମୀ କମ୍ପାନୀର କ୍ରେଡିଟ୍‌ କାର୍ଡ ମାଧ୍ୟମରେ ନୋ କଷ୍ଟ ଇଏମ୍‌ଆଇ ଓ ସବୁଠାରୁ କମ୍‌ ମୂଲ୍ୟର କିସ୍ତିରେ କିଣିବାର ସୁଯୋଗ ରହିଛି।
ସେହିପରି ସର୍ବଦା ଗ୍ରାହକଙ୍କ ସାଥିରେ ଥିବା ରାଜ୍‌ ଇଲେକ୍ଟ୍ରୋନିକ୍ସ ଗ୍ରାହକଙ୍କୁ କମ୍‌ ମୂଲ୍ୟରେ ଏସି ଯୋଗାଇଦେବା ପାଇଁ ମଧ୍ୟ ଘୋଷଣା କରିଛି। ବିଭିନ୍ନ ବ୍ରାଣ୍ଡେଡ୍‌ ଏସି ଯଥା- ଭୋଲ୍‌ଟାସ୍‌, ଏଲ୍‌ଜି, ବ୍ଲୁଷ୍ଟାର, କ୍ୟାରିଅର, ସାମ୍‌ସଙ୍ଗ୍‌, ହୁଇଲପୁଲ, ହାୟର, ପାନାସୋନି, ଗୋଦ୍‌ରେଜ୍‌, ହିଟାଚି, ଆଇଏଫ୍‌ବି ଏବଂ ଲୟଡ୍‌ ଭଳି କମ୍ପାନୀର ବିଭିନ୍ନ ବର୍ଗର ଏସିରେ ଭରପୂର ଶୋ’ରୁମ୍‌ରୁ ଗ୍ରାହକମାନେ କିଣିବାର ସୁଯୋଗ ପାଇବେ।
ଅପରପକ୍ଷରେ ନଗଦ ଭାବେ ନ ଦେଇ ସବୁଠୁ କମ୍‌ ଡାଉନ ପେମେଣ୍ଟରେ ଶୂନ ପ୍ରତିଶତ ସୁଧ ଓ ସହଜ କିସ୍ତିରେ ଗ୍ରାହକମାନେ ଏସି କିଣିବାର ଲାଭ ମଧ୍ୟ ଏବେ ନେଇପାରିବେ। ଆସନ୍ତା ଗ୍ରୀଷ୍ମଋତୁ ପାଇଁ ଏବଂ ମୂଲ୍ୟ ବୃଦ୍ଧିକୁ ଅପେକ୍ଷା ନ କରି ଗ୍ରାହକମାନେ ଏବେଠୁ ଏସି କିଣିଲେ ଖରାଦିନେ ଘରେ ଏସି ଇନ୍‌ଷ୍ଟଲ ପାଇଁ ହେଉଥିବା ଭିଡ଼ରୁ ରକ୍ଷା ପାଇପାରିବେ। ରାଜ୍‌ ଇଲେକ୍ଟ୍ରୋନିକ୍ସର ସମସ୍ତ ଶୋ’ରୁମ୍‌ ଏବଂ ବିଶ୍ବାଳ ସେଲ୍ସ ଯାଜପୁର ଏବଂ ଭଦ୍ରକ ଶୋ’ରୁମ୍‌ରେ ପ୍ରାୟ ସବୁ ପ୍ରତିଷ୍ଠିତ କମ୍ପାନୀ ଦ୍ବାରା ପ୍ରସ୍ତୁତ ବିଭିନ୍ନ ବର୍ଗର ପ୍ରଡକ୍ଟ ଉପଲବ୍ଧ ରହିଛି। ଚଳିତ ବର୍ଷର ପୂଜା ଅଫର ସମ୍ପର୍କରେ ମଧ୍ୟ ଗ୍ରାହକଙ୍କୁ ଶୋ’ରୁମ୍‌ରେ ଅଭିଜ୍ଞ ବିକ୍ରେତାମାନେ ମଧ୍ୟ ସଚେତନ କରାଉଛନ୍ତି। ଏ ସମ୍ପର୍କରେ ରାଜ୍‌ ଇଲେକ୍ଟ୍ରୋନିକ୍ସର ସ୍ବତ୍ୱାଧିକାରୀ ପ୍ରକାଶ କୁମାର ବିଶ୍ୱାଳ (ଟୁଟୁଭାଇ) କହିଛନ୍ତି, ରାଜ୍‌ ଇଲେକ୍ଟ୍ରୋନିକ୍ସ ଉପରେ ଗ୍ରାହକମାନେ ଦୀର୍ଘ ୪୪ ବର୍ଷ ହେଲା ଭରସା ରଖିଛନ୍ତି। ଏଠାରେ ସବୁଠୁ କମ୍‌ ମୂଲ୍ୟରେ ସାମଗ୍ରୀ ମିଳିଥାଏ ବୋଲି ଲୋକଙ୍କ ମନରେ ଦୃଢ଼ ବିଶ୍ୱାସ ରହିଛି। ରାଜ୍‌ ଇଲେକ୍ଟ୍ରୋନିକ୍ସ ଗ୍ରାହକଙ୍କ ବିଶ୍ବାସ ଓ ଭରସାକୁ ପାଥେୟକରି ସର୍ବଦା ଆଗକୁ ବଢ଼ିବା ପାଇଁ ପ୍ରାୟସ ଜାରି ରଖିଛି। ଚଳିତ ବର୍ଷର ପାର୍ବଣରେ କିଛି ନୂଆ ସାମଗ୍ରୀ ଘରକୁ ନେବାର ଇଚ୍ଛାକୁ ପୂରଣ କରିବା ଉଦ୍ଦେଶ୍ୟରେ ଆକର୍ଷଣୀୟ ଅଫର ଓ ସୁବିଧା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ତେଣୁ ଅପେକ୍ଷା ନ କରି ଗ୍ରାହକମାନେ ଏବେ ରାଜ୍‌ ଇଲେକ୍ଟ୍ରୋନିକ୍ସରୁ ସୁଲଭ ମୂଲ୍ୟରେ ନାମୀଦାମୀ ବ୍ରାଣ୍ଡ୍‌ର ସମସ୍ତ ପ୍ରଡକ୍ଟ କିଣିବାର ସୁଯୋଗ ନେବେ ବୋଲି ବିଶ୍ୱାଳ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri