Categories: Video

ଭାରତରେ ଜହ୍ନ ରାଇଜ

କଶ୍ମୀରରେ ରହିଛି ଏମିତି ଏକ ସ୍ଥାନ ଯାହାକି ଜହ୍ନ ରାଇଜ ଠାରୁ କିଛି କମ୍ ନୁହେଁ। ଏହି ସ୍ଥାନ ମୁନ୍‌ଲ୍ୟାଣ୍ଡ ଭାବେ ପରିଚିତ। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ବିଭିନ୍ନ ପ୍ରାନ୍ତରୁ ଆସିଥାନ୍ତି। ଜମ୍ମୁ କଶ୍ମୀର ଠାରୁ ୧୨୭ କିଲୋମିଟର ଦୂରରେ ରହିଛି। ଏହି ସ୍ଥାନର ନାଁ ହେଉଛି ଲାମାୟୁର ଗାଁ। ଏଠାରେ ବୁଲିଲେ ଆପଣଙ୍କୁ ଚନ୍ଦ୍ର ପୃଷ୍ଠରେ ବୁଲିବା ଭଳି ଅନୁଭବ ମିଳିବ।