Categories: Video

ଆଜି କୁମାର ପୂର୍ଣ୍ଣିମା | Kumar Purnima Puja

ଆଜି ହେଉଛି କୁମାର ପୂର୍ଣ୍ଣିମା ଏହା ଓଡିଶାର ଏକ ବିଶେଷ ପର୍ବ । ଏହି ପର୍ବଟି ଆଶ୍ବିନ ମାସ ପୂର୍ଣ୍ଣିମା ତିଥିରେ ପଡୁଥିବାରୁ ଏହାକୁ କେତେକ ସ୍ଥାନରେ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ । ଏହିଦିନ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଇଥାଏ ।