Posted inଖେଳ

ଛାତିରେ ମା-ବାପାଙ୍କ ନାମ ଲେଖିଛନ୍ତି ଏହି ଭାରତୀୟ ଖେଳାଳି

ଭାରତ-ଅଷ୍ଟ୍ରେଲିଅାକୁ ହରାଇ ଐତିହାସକ ବିଜୟ ହାସଲ କରିଛି ଭାରତର ଏହି ବିଜୟ ସବୁଠାରୁ ସ୍ବତନ୍ତ୍ର, କାରଣ ଉକ୍ତ ସମୟରେ ଭାରତୀୟ ଦଳର ଜଣଙ୍କ ପରେ ଜଣେ ଖେଳାଳି ଅାହତ ହେଇଥିଲେ ଏହି ସମୟରେ ବିରାଟ କୋହଲି ମଧ୍ୟ ନ ଥିଲେ ତେଣୁ ବିଜୟର ଅାଶା ସମସ୍ତେ ହରାଇ ବସିଥିଲେ ଏହା ସତ୍ତ୍ୱେ ମଧ୍ୟ ଭାରତ ଅଷ୍ଟ୍ରେଲିଅାକୁ ହରାଇ ଟ୍ରଫି ନିଜ ନାମରେ କରିଥିଲା ଏବେ ଫେବୃଅାରୀ ୫ରେ ଭାରତ ଏହି ସିରିଜ୍ରେ ଇଂଲଣ୍ଡକୁ ଭେଟିବାକୁ ଯାଉଛି ୨ଟି ମ୍ୟାଚ୍ ପାଇଁ ଦଳକୁ ଚୟନ କରାଯାଇଛି ଏଥିରେ କେ ଏସ୍ ଭରତ ସ୍ଥାନ ପାଇନ୍ତେି ଅାନ୍ଧ୍ରପ୍ରଦେଶର ଏହି ଖେଳାଳିଙ୍କର ବହୁତ ଚର୍ଚ୍ଚା ହେଉଛି
ଭରତ ଅଷ୍ଟ୍ରଲିଅାରେ ରୁହନ୍ତି ତାଙ୍କର ପୂରା ନାମ ହେଉଛି ଶ୍ରୀଖର ଭରତ ଭରତଙ୍କ ବାପା ଶ୍ରୀନିବାସ ରାଓ ସେ ନୌସେନାରେ ଏକ ଡାକୟାର୍ଡ କର୍ମଚାରୀ ହୋଇଥିବା ବେଳେ ମା ଜଣେ ଗୃହିଣୀ ତାଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି ତାଙ୍କର ନାମ ମନୋଗନା ଲୋକେଶ ଭରତ ଭଉଣୀଙ୍କ ସହ ବହୁତ କ୍ଲୋଜ୍ ଭରତ ଅାଜି ଯେଉଁ ସ୍ଥାନରେ ପହଞ୍ଚି ପାରିଛନ୍ତି ତାର ଶ୍ରେୟ ସେ ନିଜ ପରିବାରକୁ ଦେଇଛନ୍ତି ଭରତ ତାଙ୍କ ଛାତିରେ ଏକ ବଡ଼ ଟାଟୁ କରିଛନ୍ତି ଏଥିରେ ସେ ନିଜ ମା ବାପାଙ୍କ ନାମ ଲେଖିଛନ୍ତି ଅନେକ ଫଟୋରେ ସେ ଉକ୍ତ ଟାଟୁକୁ ଦେଖାଇଥାନ୍ତି
କେ ଏସ୍ ଭରତଙ୍କ ସ୍ତ୍ରୀଙ୍କ ନାମ ଅଞ୍ଜଳୀ ବିବାହ ପୂର୍ବରୁ ଭରତ ଏବଂ ଅଞ୍ଜଳୀ ୧୦ ବର୍ଷ ବଯର୍ୟନ୍ତ ପରସ୍ପରକୁ ଡେଟ୍ କରୁଥିଲେ ଏହା ପରେ ସେମାନେ ବିବାହ କଲେ


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri