Posted inଫୁରସତ

FAU-G ଖେଳ: ଜାଣନ୍ତୁ କେବେ ହେବ ରିଲିଜ; କିପରି ହେବ ପ୍ରଥମ ଏପିସୋଡ୍‌

ଭାରତରେ ଲୋକପ୍ରିୟ ଗେମିଂ ଆପ୍‌ ପବ୍‌ଜୀ ବ୍ୟାନ୍‌ ହେବା ପରେ ଭାରତୀୟ କମ୍ପାନୀ ଏନ୍‌କୋର ଗେମ୍ସ ବିକଳ୍ପ ସ୍ବରୂପ ଫଉ-ଜି ଖେଳ ଆଣିଛି। ଏନେଇ ଅଭିନେତା ଅକ୍ଷୟ କୁମାର ନିଜର ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ତେବେ ଆସନ୍ତୁ ଜାଣିବା ଏହାର ଅର୍ଥ, ଏହା କେବେ ରିଲିଜ କରାଯିବ। କେବେଠାରୁ ଖେଳ ଉପରେ କାମ ଚାଲୁରହିଛି ଆଦି ତଥ୍ୟ।

FAU:Gର ଅର୍ଥ କ’ଣ?
ଫଉ-ଜିର ପୁରା ନାମ ଫିଅରଲେସ୍‌ ଆଣ୍ଡ ୟୁନାଇଟେଡ୍‌: ଗାଡ୍ସ। ଏହାକୁ ପବ୍‌ଜୀର ବିକଳ୍ପ ବୋଲି କୁହାଯାଉଥିଲା। ହେଲେ ଫଉଜୀ ପବ୍‌ଜୀ ସହ ପ୍ରତିସ୍ପର୍ଦ୍ଧା କରିବ ନାହିଁ ବୋଲି କମ୍ପାନୀ କହିଛି।

କେବେ ରିଲିଜ ହେବ ଏହି ଖେଳ?
ଏହି ଖେଳ ଏବେ ପାଇପ୍‌ଲାଇନ୍‌ରେ ଅଛି। ଅକ୍ଟୋବର ମାସରେ ଏହା ରିଲିଜ ହେବ ବୋଲି କମ୍ପାନୀ କହିଛି।

କେବେଠାରୁ ଫଉଜୀ ଖେଳ ଉପରେ କାମ ଚାଲିଛି?
୨୦୨୦ମେ’ ମାସରୁ ଏହି ଖେଳ ନିର୍ମାଣ କରାଯାଉଛି। ଅକ୍ଟୋବର ସୁଦ୍ଧା ଏହାର କାମ ସରିବ। ହେଲେ ଏହାର ସଠିକ୍‌ ତାରିଖ ବିଷୟରେ ବିଶେଷ କିଛି ଜଣାପଡ଼ିନାହିଁ।

ଫଉଜୀର ପ୍ରଥମ ଏପିସୋଡ:
ଏହି ଆକ୍ସନ ଗେମ୍‌ର ପ୍ରଥମ ଏପିସୋଡ ଗଲଓ୍ବାନ ଘାଟି ଉପରେ ଆଧାରିତ ରହିବ। ଏହାଦ୍ୱାରା ମନୋରଞ୍ଜନ ସାଙ୍ଗକୁ ସୈନିକ ମାନଙ୍କର ବଳିଦାନ ବିଷୟରେ ଖେଳାଳି ଜାଣିପାରିବେ।

କମ୍ପାନୀ ଅନ୍ୟ ଦୁଇ ଖେଳ ଉପରେ କରୁଛି କାମ:
ଏନ୍‌କୋର୍‌ ଗେମ୍ସ ଫଉଜୀ ସହ ଆଉ ଦୁଇ ଖେଳ ଆଣିବାକୁ ଯାଉଛି। ଫଉଜୀ ଶୁଟିଂ ଗେମ୍‌ ହୋଇଥିବା ବେଳେ ଅନ୍ୟ ଦୁଇଟି କ୍ରିକେଟ ଏବଂ ସଙ୍ଗୀତ ଭିତ୍ତିକ ଖେଳ ରହିବ। ହେଲେ ଏହାର ନାମ କ’ଣ ରହିବ ତାହା ଉପରୁ ପରଦା ଉଠି ନାହିଁ। ତେବେ କ୍ରିକେଟ ଗେମ୍‌ ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ରିଲିଜ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri