ଶିଳ୍ପାଙ୍କଠାରୁ ଆରମ୍ଭ କରି ସନି ଲିଓନି: ନକଲି ନାମରେ ଜଣାଶୁଣା ଏସବୁ କଳାକାର, ପ୍ରକୃତ ନାମ ଜାଣିଲେ..

ବମ୍ବେ: ବଲିଉଡ୍‌ରେ ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ନିଜର ନାମକୁ ବଦଳାଇଦେଇଛନ୍ତି। ଅତଃ ସେମାନେ ନୂଆ ନାମକୁ ନେଇ ପରିଚିତ ହେଉଛନ୍ତି। ତାଲିକାରେ ମନୋରଞ୍ଜନଜଗତର ଟପ୍‌ ଅଭିନେତ୍ରୀ/ଅଭିନେତାମାନେ ମଧ୍ୟ ଅଛନ୍ତି। ଆସନ୍ତୁ ଜାଣିବା କ’ଣ ସେମାନଙ୍କ ପ୍ରକୃତ ନାମ:-

ଶିଳ୍ପା ସେଟ୍ଟୀ: ଖ୍ୟାତନାମା ଅଭିନେତ୍ରୀ ଶିଳ୍ପା ୧୯୭୫ ଜୁନ ୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଅଶ୍ୱିନୀ ସେଟ୍ଟୀ।

ସୈଫ ଅଲ୍ଲୀ ଖାନ: ୧୯୭୦ ଫେବୃୟାରୀ ୧୬ରେ ଜନ୍ମିତ ସୈଫ୍‌ଙ୍କ ପ୍ରକୃତ ନାମ ସାଜିଦ୍‌ ଅଲ୍ଲୀ ଖାନ୍‌। ସେ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କ ପୁତ୍ର।

ସନି ଦେଓଲ: ଅଭିନେତା ଧର୍ମେନ୍ଦ୍ରଙ୍କ ବଡ଼ ପୁଅ ସନିଙ୍କ ପ୍ରକୃତ ନାମ ଅଜୟ ସିଂହ ଦେଓଲ। ୧୯୫୬ ଅକ୍ଟୋବର ୧୯ରେ ଜନ୍ମଗ୍ରହଣ କରିଥିଲେ।

ପ୍ରୀତି ଜିଣ୍ଟା: ଅଭିନେତ୍ରୀ ପ୍ରୀତି ୧୯୭୫ ଜାନୁୟାରୀ ୩୧ରେ ହିମାଚଳ ପ୍ରଦେଶର ସିମଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ପ୍ରୀତମ ଜିଣ୍ଟା ସିଂହ।

ମଲ୍ଲିକା ଶେରାଓ୍ବତ: ଅଭିନେତ୍ରୀ ମଲ୍ଲିକାଙ୍କ ପ୍ରକୃତ ନାମ ରୀମା ଲାମ୍ବା। ସେ ୧୯୭୬ ଅକ୍ଟୋବର ୨୪ରେ ହରିୟାଣାର ହିସାରରେ ଜନ୍ମଗ୍ରହଣ କରିଥିଲେ।

ମିଥୁନ ଚକ୍ରବର୍ତ୍ତୀ: ଅଭିନେତା ମିଥୁନଙ୍କ ପ୍ରକୃତ ନାମ ଗୌରଙ୍ଗା ଚକ୍ରବର୍ତ୍ତୀ। ସେ ୧୯୫୦ ଜୁନ ୧୬ରେ ପଶ୍ଚିମବଙ୍ଗରେ ଜନ୍ମଗ୍ରହଣ କରିଥିଲେ।

ଅକ୍ଷୟ କୁମାର: ଖିଲାଡି କିଙ୍ଗଙ୍କ ପ୍ରକୃତ ନାମ ରାଜୀବ ଭାଟିୟା।

ଦିଲୀପ କୁମାର: ଦିଲୀପଙ୍କ ପ୍ରକୃତ ନାମ ମହମ୍ମଦ ୟୁସୁଫ ଖାନ୍‌। ସେ ବଲିଉଡ୍‌କୁ ଆସିବା ପୂର୍ବରୁ ନିଜ ନାମ ପରିବର୍ତ୍ତନ କରିଥିଲେ।

ସନି ଲିଓନି: ସନି ଲିଓନିଙ୍କ ପ୍ରକୃତ ନାମ କରନଜୀତ କୌର ବୋହରା।

ଅଜୟ ଦେବଗନ: ଅଭିନେତାଙ୍କ ନାମ ବିଶାଳ ଦେବଗନ। ୧୯୬୯ ଏପ୍ରିଲ ୨ରେ ଜନ୍ମଗ୍ରହଣ କରିଥିଲେ।

ଅମିତାଭ ବଚ୍ଚନ: ବଲିଉଡ୍‌ ସୁପରଷ୍ଟାର ଅମିତାଭଙ୍କ ଅସଲ ନାମ ଇନ୍‌କଲାବ ଶ୍ରୀବାସ୍ତବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri