ବିବାହ ପୂର୍ବରୁ ଜାଣି ନିଅନ୍ତୁ ଏସବୁ, ନଚେତ୍‌…

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ସ୍ତ୍ରୀ-ସ୍ବାମୀ ମଧ୍ୟରେ ସମନ୍ବୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନସାଥୀଙ୍କ ଅନେକ ଗୁଣ ବିଷୟରେ ଉଲ୍ଲେଖ କରିଛନ୍ତି। ଯଦି ଏହି ଗୁଣଗୁଡ଼ିକ ନ ଥାଏ ତେବେ ବୈବାହିକ ଜୀବନରେ କୌଣସି ସୁଖ ରହିବ ନାହିଁ। ତେଣୁ ଜୀବନସାଥୀ ବାଛିବା ବେଳେ, ଏହି ଗୁଣଗୁଡ଼ିକର ଆଧାରରେ ବିଚାର କରାଯିବା ଆବଶ୍ୟକ। ଜାଣନ୍ତୁ ସେ ସମ୍ପର୍କରେ…

ଚାଣକ୍ୟ ଏହି ପଦରେ କହିଛନ୍ତି ଯେ, ମଣିଷ ନିଜ ଜୀବନସାଥୀ ବାଛିବାବେଳେ ଅନେକ ଜିନିଷ ପ୍ରତି ଯତ୍ନ ନେବା ଉଚିତ୍‌। ସେ କହିଛନ୍ତି ଯେ, ସୁନ୍ଦର ଚେହେରା ଉତ୍ତମତାର ମାପ ହୋଇପାରିବ ନାହିଁ, ତେଣୁ ଜୀବନ ସାଥୀ ବାଛିବାବେଳେ ତାଙ୍କର କିଛି ଗୁଣ ବିଷୟରେ ଜାଣନ୍ତୁ । ପରସ୍ପରର ଗୁଣ ଜାଣି ବିବାହ ବନ୍ଧନରେ ବାନ୍ଧିହେବା ଲୋଖ ଖୁସିରେ ରହିଥାନ୍ତି।

ଜୀବନସାଥୀଙ୍କ ଗୁଣ ବିଷୟରେ ଉଲ୍ଲେଖ କରି ଚାଣକ୍ୟ କହିଛନ୍ତି ଯେ, ମଣିଷମାନଙ୍କଠାରେ ଧୌର୍ଯ୍ୟର ଗୁଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ଅନୁପସ୍ଥିତିରେ, ବ୍ୟକ୍ତି ଧୌର୍ଯ୍ୟହରା ହୋଇଯାଏ ଏବଂ ତାଙ୍କର କାର୍ଯ୍ୟ ନଷ୍ଟ ହୋଇଯାଏ । ସେହି ସମୟରେ, ଧୌର୍ଯ୍ୟବାନ ବ୍ୟକ୍ତି ସବୁ ପରିସ୍ଥିତିରେ ନିଜକୁ ସମ୍ଭାଳି ନିଅନ୍ତି।

ମାନବ ଜୀବନରେ ରୀତିନୀତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଏପରି ପରିସ୍ଥିତିରେ, ଯଦି ଜୀବନସାଥୀ ରୀତିନୀତି ଜାଣି ନ ଥିବେ ତେବେ ବେଳେବେଳେ ଆପଣଙ୍କୁ ଏହା ଦ୍ୱାରା ନିନ୍ଦିତ ହେବାକୁ ପଡିବ।

ଚାଣକ୍ୟ କ୍ରୋଧକୁ ସବୁଠାରୁ ଖରାପ ଗୁଣ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ କ୍ରୋଧ ଜଣେ ବ୍ୟକ୍ତିର ଜୀବନକୁ ସବୁବେଳେ ଦ୍ୱନ୍ଦ୍ୱରେ ରଖେ। ଜଣେ ବ୍ୟକ୍ତି ଯିଏ ଅତ୍ୟଧିକ କ୍ରୋଧିତ ହୁଅନ୍ତି ସେ କେବେ ଖୁସିରେ ରହି ନ ଥାନ୍ତି। ସୁଖ ଜୀବନଯାପନ ପାଇଁ ଜୀବନସାଥୀ ଶାନ୍ତ ସ୍ବଭାବର ହୋଇଥିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri