Posted inଫୁରସତ

କିମୋନୋ ଜ୍ୟାକେଟ୍‌

ପୁଅ ହେଉ କି ଝିଅ ଟପ୍‌, ଶାର୍ଟ କିମ୍ବା ଟିଜ୍‌ରେ
ଜ୍ୟାକେଟ୍‌ କ୍ୟାରି କରିବାକୁ ପସନ୍ଦ କରନ୍ତି। ଡେ ଟୁ ଡେ ଲାଇଫ୍‌ରେ ପାର୍ଟିରେ ହେଉ ଅବା ଟ୍ରାଭେଲ୍‌ କରିବାବେଳେ ସେମାନଙ୍କୁ ଷ୍ଟାଇଲିଶ୍‌ ଜ୍ୟାକେଟ୍‌ ଲୋଡ଼ା ହୋଇଥାଏ। ତେବେ ୟୁନିକ୍‌ ଲୁକ୍‌୍‌ ପାଇବା ପାଇଁ ବର୍ତ୍ତମାନ ଜାପାନିଜ୍‌ ଜ୍ୟାକେଟ୍‌ ଭଳି ଦିଶୁଥିବା କିମୋନୋ ଜ୍ୟାକେଟ୍‌ ପାଲଟିଛି ଯୁବପିଢ଼ିଙ୍କ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ…

ଆନିମଲ୍‌ ପ୍ରିଣ୍ଟ କିମୋନୋ
ଆନିମଲ୍‌ ପ୍ରିଣ୍ଟ ପିନ୍ଧିବାକୁ ଭଲପାଉଥିବା ଯୁବପିଢ଼ିଙ୍କୁ ଏହି ଜ୍ୟାକେଟ୍‌ ପସନ୍ଦ ଆସିବ। ଏହି ଜ୍ୟାକେଟ୍‌କୁ ଆପଣ ସିମ୍ପଲ୍‌ ଟପ୍‌ କିମ୍ବା ଜକର୍ସ ସହ ଟିମ୍‌ ଅପ୍‌ କରି ପିନ୍ଧିପାରିବେ। ଏଥିସହ ଆନିମଲ୍‌ ପ୍ରିଣ୍ଟେଡ୍‌ ଶୁଜ୍‌ ପିନ୍ଧି ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ।
ଲିନେନ୍‌ କିମୋନୋ
ଏହି କିମୋନୋ ସ୍ବତନ୍ତ୍ର ଭାବରେ ପୁଅମାନଙ୍କ ପାଇଁ ହୋଇଥାଏ। ଜାପାନିଜ୍‌ ଷ୍ଟାଇଲ୍‌ରେ ତିଆରି ହୋଇଥିବା ଏହି ଜ୍ୟାକେଟ୍‌କୁ ଆପଣ ଆଉଟିଂରେ ଯାଉଥିଲେ ବ୍ୟବହାର କରିପାରବେ। ଏହାର ବିଶେଷ କରି ବ୍ଲାକ୍‌ କଲର୍‌ର ଜ୍ୟାକେଟ୍‌ ଆପଣଙ୍କୁ କ୍ଲାସି ଏବଂ କୁଲ୍‌ ଲୁକ୍‌ ଦେବ। ଏହା ସହ ସ୍ନିକର୍‌ ପିନ୍ଧିଲେ ପରଫେକ୍ଟ ଲୁକ୍‌ ପାଇପାରିବେ।
କିମୋନୋରେ ଆସେସରିଜ୍‌
କିମୋନୋ ଜ୍ୟାକେଟ୍‌ ସହ ବିଭିନ୍ନ ପ୍ରକାର ସିମ୍ପଲ ଇଅରିଙ୍ଗସ୍‌, ନେକଲେସ୍‌ ଓ ରିଙ୍ଗ୍‌ ଟିମ୍‌ଅପ୍‌ କରିପାରିବେ। ଆସେସରିଜ୍‌ଗୁଡ଼ିକ ଯେତେ ସିମ୍ପଲ୍‌ ରହିବ, ସେଥିରେ ଆପଣ ଏଲିଗାଣ୍ଟ ଓ ୟୁନିକ୍‌ ଲୁକ୍‌ ପାଇପାରିବେ। କିମୋନୋ ଜ୍ୟାକେଟ୍‌ ପିନ୍ଧୁଥିଲେ ଡିଫରେଣ୍ଟ ଡିଫରେଣ୍ଟ ଡିଜାଇନ୍‌ର ବନ୍‌ ହେୟାର ଷ୍ଟାଇଲ୍‌ ଆପଣ ଫ୍ୟାଶନେବଲ୍‌ ଲାଗିବେ। ଏଥିସହ ଛୋଟ କ୍ଲଚ୍‌ ବ୍ୟାଗ୍‌ କ୍ୟାରି କରନ୍ତୁ ଟ୍ରେଣ୍ଡି ଲାଗିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri