୨୦୨୫ରେ ଏହି ୩ ରାଶିର ଚମକିବ ଭାଗ୍ୟ, ଆପଣ ନାହାନ୍ତି ତ…

ଜ୍ୟୋତିଷଶାସ୍ତ୍ରରେ କେତୁ ଗ୍ରହକୁ ମୋକ୍ଷ ଏବଂ ଆଧ୍ୟାତ୍ମର କାରକ ବୋଲି କୁହାଯାଏ। ଏହାକୁ ପାପ ଗ୍ରହ କୁହାଯାଉଥିଲେ ହେଁ ଏହାର କିଛି ଗୁଣ ବୃହସ୍ପତିଙ୍କ ସହ ମେଳ ଖାଏ। ଆସନ୍ତାବର୍ଷ ମେ’ ୧୮ରେ କେତୁ ଗ୍ରହ କନ୍ୟା ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ପରେ ଓଲଟା ଚଳନରେ ସିଂହ ରାଶିରେ ଗୋଚର କରିବେ। ଏହି ରାଶି ପରିବର୍ତ୍ତନ ଯୋଗୁ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିବ। ନୂଆ ବର୍ଷରେ ଏମାନଙ୍କୁ ଭାଗ୍ୟର ସାଥ୍‌ ମିଳିବ ଆସନ୍ତୁ ଜାଣିବା:

ମିଥୁନ ରାଶି: କେତୁ ଗୋଚର ଯୋଗୁ ମିଥୁନ ରାଶି ପାଇଁ ୨୦୨୫ ଭଲ ସୁଯୋଗ ନେଇ ଆସିବ। ଏହି ସମୟରେ ଆପଣଙ୍କୁ ଅଚାନକ ଟଙ୍କା ମିଳିପାରେ। ଆମଦାନୀର ନୂଆ ସ୍ରୋତ ସୃଷ୍ଟି ହେବ। ଆପଣଙ୍କ ଆତ୍ମବିଶ୍ୱାସ ମଜଭୂତ ହେବ, ଯାହାଦ୍ୱାରା ଆପଣ ପ୍ରତିଟି କାମରେ ଭଲ ପ୍ରଦର୍ଶନ କରିବେ। ପରିବାରରେ କୌଣସି ଭଲ ଖବର ଯୋଗୁ ଖୁସିର ବାତାବରଣ ରହିବ। ନିଜର କଥା ଏବଂ ତର୍କ ଯୋଗୁ ସମାଜରେ ପରିଚୟ ବଢ଼ିବ। ଚାକିରିଆଙ୍କୁ ଲାଭ ମିଳିବ।

ବିଛା ରାଶି: କେତୁ ଗୋଚର ଯୋଗୁ ବିଛା ରାଶି ଜାତକଧାରୀଙ୍କ କ୍ୟାରିୟର ଏବଂ ଚାକିରିରେ ଭଲ ପ୍ରଭାବ ପଡ଼ିବ। ଅଫିସରେ ପରିଶ୍ରମ ଯୋଗୁ ପ୍ରଶଂସିତ ହେବେ। ବିଦେଶ ଯାତ୍ରାର ସୁଯୋଗ ରହିଛି। କିଛି ଲୋକଙ୍କୁ ବିଦେଶରେ ଚାକିରିର ଯୋଗ ରହିଛି। ଚାକିରି ଖୋଜୁଥିଲେ ଏହି ସମୟରେ ଭଲ ସୁଯୋଗ ମିଳିବ। ସଞ୍ଚୟ ଖାତାରେ ଟଙ୍କା ବଢ଼ଇବ। କ୍ୟାରିୟରରେ ଭଲ ପରିଣାମ ମିଳିବ।

ଧନୁ ରାଶି: କେତୁ ଗୋଚର ଯୋଗୁ ଧନୁ ରାଶିର ଲୋକେ ଧର୍ମକର୍ମରେ ରୁଚି ରଖିବେ। ଟଙ୍କା ପଇସାର ଅଭାବ ରହିବ ନାହିଁ। ବାପାଙ୍କଠାରୁ ଆର୍ଥିକ ସହାୟତା ମିଳିପାରେ। ୨୦୨୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଚାକିରି କରିଥିଲେ ପ୍ରମୋଶନ ହୋଇପାରେ। ବୈବାହିକ ଜୀବନରେ ଚାଲୁଥିବା ଅସୁବିଧା ଦୂର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri