କାଟ୍ରିନାଙ୍କ ସିକ୍ରେଟ କହିଲେ ଏହି କ୍ରିକେଟର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କ ସିକ୍ରେଟ କହିଛନ୍ତି ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍‌। କାଟ୍ରିନା କୈଫ୍‌ଙ୍କ ସହ ମହମ୍ମଦ କୈଫ୍‌ଙ୍କର କ’ଣ ସମ୍ପର୍କ ଏହି ପ୍ରଶ୍ନ ଲୋକଙ୍କ ମନରେ ସବୁବେଳେ ଆସିଥାଏ। ସୋସିଆଲ ମିଡିଆରେ ମହମ୍ମଦଙ୍କୁ ବହୁତ ଥର ଏହି ପ୍ରଶ୍ନ ବି ପଚରାଯାଇଛି। ଜାଣନ୍ତୁ ଏ ସମ୍ପର୍କରେ…

ମହମ୍ମଦ କୈଫ୍‌ ପୁଣି ଥରେ #AskKaif ସେଶନ କରିଥିଲେ। ଯାହାଦ୍ୱାରା ସେ ସୋସିଆଲ ମିଡିଆରେ ୟୁଜରମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ଜଣେ ୟୁଜର ପଚାରିଥିଲେ ଆପଣ କ’ଣ କାଟ୍ରିନାଙ୍କ ସମ୍ପର୍କୀୟ। ମହମ୍ମଦ ୟୁଜରଙ୍କୁ ଏମିତି ଉତ୍ତର ଦେଇଥିଲେ, ଯାହା ଜାଣିଲେ ମଜା ଆସିବ।

ମହମ୍ମଦ କହିଥିଲେ, ଆଜି ପର୍ଯ୍ୟନ୍ତ କୌଣସି ସମ୍ପର୍କ ନାହିଁ। ଏହା ପୂର୍ବରୁ ମୁଁ ବିବାହିତ। ମାତ୍ର ଏକ ମଜାଳିଆ କଥା କି କାଟ୍ରିନାଙ୍କ ସର୍‌ନେମ ବା ଟାଇଟେଲ ମୋତେ ମିଳିଛି। ଏହି ଅନୁସାରେ ତାଙ୍କର ମୋ ସହ କନେକ୍ସନ।

କାଟ୍ରିନାଙ୍କ ନାଁରେ ‘କୈଫ୍‌’ ହେବା ସମ୍ପର୍କରେ quora ନାମକ ଜଣେ ୟୁଜର କହିଛନ୍ତି, କାଟ୍ରିନାଙ୍କ ଜନ୍ମ ହଂକଂରେ ହୋଇଥିଲା। କାଟ୍ରିନାଙ୍କ ପିତା କଶ୍ମୀର ଥିଲେ। ତାଙ୍କ ନାମ ମହମ୍ମଦ କୈଫ୍‌ ଥିଲା। ତାଙ୍କ ମା’ଙ୍କ ନାମ Susanna Turquotte ଜଣେ ବ୍ରିଟିଶ ନାଗରିକ। ଯେତେବେଳେ ସେ ବହୁତ ଛୋଟ ଥିଲେ ତାଙ୍କ ମାତା-ପିତାଙ୍କର ଛାଡ଼ପତ୍ର ହୋଇଯାଇଥିଲା।

ଯେତେବେଳେ କାଟ୍ରିନା ଭାରତ ଆସିଥିଲେ, ସେତେବେଳେ ସେ ସର୍‌ନେମ ବଦଳାଇଥିଲେ। ତାଙ୍କ ପିତାଙ୍କ ସର୍‌ନେମ ସେ ରଖିଥିଲେ। କାରଣ ସେ ଭାରତୀୟ ମୂଳ ଥିଲେ। ଅଭିନେତ୍ରୀଙ୍କ ଅସଲି ନାମ କାଟ୍ରିନା ତୁରକୋଟେ। ଏହା ବି କୁହାଯାଉଥିଲା ସେ କ୍ରିକେଟର ମହମ୍ମଦ କୈଫ୍‌ଙ୍କ ନାମ ଅନୁଯାୟୀ, ନିଜର ସର୍‌ନେମ କୈଫ୍‌କୁ ବଦଳାଇଥିଲେ। କାରଣ ଏହି ସମୟରେ ମହମ୍ମଦଙ୍କ ନାମ ଶୀର୍ଷରେ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri