୨୩ ବର୍ଷ ପରେ ନୋ କିସିଂ ପଲିସି ଭାଙ୍ଗିଲେ କାଜଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲ ଡିଜନି ପ୍ଲସ ହଟ ଷ୍ଟାରର ଓ୍ବେବ ସିରିଜ ‘ଦ ଟ୍ରାଏଲ’ ମାଧ୍ୟମରେ ତାଙ୍କର ଓଟିଟି ଡେବ୍ୟୁ କରିଛନ୍ତି। ସିରିଜ ରିଲିଜ ହୋଇଯାଇଥିବା ବେଳେ ଏବେ ପବ୍ଲିକଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ବି ମିଳୁଛି। ଏହା ଆଉ ଏକ କାରଣ ପାଇଁ ବି ଚର୍ଚ୍ଚାକୁ ଆସିଛି ଯେ କାଜଲ ୨୩ ବର୍ଷ ପରେ ନୋ କିସିଂ ପଲିସିକୁ ଏହି ଓଟିଟି ପ୍ରୋଜେକ୍ଟ ପାଇଁ ବ୍ରେକ କରିଛନ୍ତି। ଏଥିରେ କାଜଲ ନୋୟୋନିକା ସେନଗୁପ୍ତା ଚରିତ୍ରରେ ନଜର ଆସିଥିବା ବେଳେ ସିରିଜରେ ସେ ସହ କଳାକାର ଏଲେ ଖାଁ ଓ ଯୀଶୁ ସେନଗୁପ୍ତାଙ୍କୁ କିସ କରୁଥିବା ଦେଖାଯାଇଛି।

ଦୁଇଟି ଭିନ୍ନ ଭିନ୍ନ ଏପିସୋଡରେ କାଜଲଙ୍କ କିସିଂ ସିନ ଦେଖାଯାଇଛି। କାଜଲଙ୍କ ଏହି ବୋଲ୍ଡ ମୁଭକୁ ନେଇ ପବ୍ଲିକ ଫେଣ୍ଟାଫେଣ୍ଟି ପ୍ରତିକ୍ରିୟା ଦେଉଛନ୍ତି। ସହ କଳାକାରଙ୍କ ସହ ଅଭିନେତ୍ରୀଙ୍କ କେମେଷ୍ଟ୍ରିକୁ ଅଧିକାଂଶ ପସନ୍ଦ କରିଥିବା ବେଳେ ଆଉ କେହି କେହି ଏହି ବୟସରେ କାଜଲଙ୍କ କିସିଂ ସିନକୁ ନିନ୍ଦା କରିଛନ୍ତି। ଗୋଟିଏ ସିନରେ ତ ଅଭିନେତ୍ରୀ ଦୁଇଥର ଲିପଲକ କରିଥିବା ଦେଖାଯାଇଛି। ସିନରେ ତାଙ୍କୁ ଏକ ଇମୋଶନାଲ ଚାର୍ଜଡ ସିଚୁଏଶନରେ ଦେଖାଯାଇଛି।
ସିରିଜରେ କାଜଲ ଦୁଇଟି ସନ୍ତାନର ଜନନୀ ଚରିତ୍ରରେ ଅଭିନୟ କରିଛନ୍ତି, ଯେ କି ଜଣେ ଲୟର। ଅବଶ୍ୟ ସିରିଜରେ ଏମାନେ ଲିପଲକ ଚରିତ୍ର ଓ ସିଚୁଏଶନକୁ ଜଷ୍ଟିଫାଏ କରୁଥିବା ଦେଖାଯାଇଛି। ଏହା ଉପରେ ବି ଧ୍ୟାନ ଦିଆଯାଇଛି ଯେ କେଉଁଠି ଯେମିତି ବାଉଣ୍ଡାରି କ୍ରସ କରି ନ ଯାଏ। ସୂଚନାଯୋଗ୍ୟ, ଓ୍ବେବ ସିରିଜ ‘ଦ ଟ୍ରାଏଲ’ ଏକ ଆମେରିକା ଓ୍ବେବ ସିରିଜ ‘ଦ ଗୁଡ ଓ୍ବାଇଫ’ର ହିନ୍ଦି ଆଡପଶନ। ସିରିଜରେ କାଜଲ(ନୋୟୋନିକା) ଭୂମିକା ଅନେକ ଚ୍ୟାଲେଞ୍ଜ ଦେଇ ଗତି କରୁଛି, ଯେତେବେଳେ ସେ ଜାଣୁଛି ଯେ ତାଙ୍କ ସ୍ବାମୀ ତାଙ୍କୁ ଧୋକା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri