ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ ମୋବାଇଲରେ ଗୋଟିଏ କିମ୍ବା ଦୁଇଟି ସିମ୍ କାର୍ଡ ଅଛି। ସମୟ ସମୟରେ ସବୁ ସିମ୍ କାର୍ଡକୁ ରିଚାର୍ଜ କରିବାକୁ ପଡୁଥିବ । ଏବେ, ଏହି ସମସ୍ୟାର ଏକ ସହଜ ସମାଧାନ ଆଣିଛି

ଯେଉଁମାନେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଗୋଟିଏ ପ୍ଲାନ୍‌ ଚାହୁଁଛନ୍ତି ସେମାନଙ୍କ ପାଇଁ ରିଲାଏନ୍ସ ଜିଓ ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିଛି । ଜିଓ ପରିବାର ପ୍ଲାନ୍‌(Jio Family Plans) ପ୍ରଦାନ କରାଯାଇଛି । ଜିଓ ପରିବାର ପ୍ଲାନ୍‌ 449 ଟଙ୍କାରୁ ଆରମ୍ଭ ହୋଇଛି । ସମାନ ପ୍ଲାନ୍‌ରେ ଚାରୋଟି ସିମ୍ କାର୍ଡ ବ୍ୟବହାର କରାଯାଇପାରିବ । ଜାଣନ୍ତୁ ଜିଓ ଫ୍ୟାମିଲ ପ୍ଲାନ୍‌ରେ କେଉଁ ସବୁ ସୁବିଧା ଉପଲବ୍ଧ ରହିଛି? ଜିଓର ସବୁଠାରୁ ଲୋକପ୍ରିୟ ପରିବାର ଯୋଜନା ୪୪୯ ରୁ ଆରମ୍ଭ ହେଉଛି। ଏହା ମୁଖ୍ୟ ସିମ୍‌ରେ ୭୫GB ଡାଟା, ଅସୀମିତ ଭଏସ୍ କଲିଂ ଓ ପ୍ରତିଦିନ ୧୦୦ SMS ପ୍ରଦାନ କରେ। ଆପଣ ଏଥିରେ ୩ଟି ଏକ୍ସଟ୍ରା ସିମ କିଣିପାରିବେ । ପ୍ରତି ସିମ ପିଛା ଆପଣଙ୍କୁ ଅତିରିକ୍ତ ୧୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଚାରି ଜଣଙ୍କ ପରିବାର ମାତ୍ର ୪୪୯ (୪୪୯+ ୧୫୦ x ୩) ରେ ସଂଯୋଗ ହୋଇପାରିବେ। ଏହା ପ୍ରତି ବ୍ୟକ୍ତି ପାଇଁ ମାତ୍ର ୨୨୫। ଡାଟା ସେୟାରିଂ ଉପଲବ୍ଧ, ଯାହା ଯେକୌଣସି ସଦସ୍ୟଙ୍କୁ ଅଧିକ ବ୍ୟବହାର କରିବାକୁ ଅନୁମତି ଦିଏ।

ଏୟାରଟେଲ୍ ପୋଷ୍ଟପେଡ୍ ଫ୍ୟାମିଲ ପ୍ଲାନ: ଏୟାରଟେଲ ବି ପରିବାର ପାଇଁ ଏୟାରଟେଲ୍ ମଧ୍ୟ ଦୃଢ଼ ବିକଳ୍ପ ପ୍ରଦାନ କରେ। ୬୯୯ ଯୋଜନାରେ ଦୁଇଟି କନେକ୍ସନ (1+1)ମିଳେ-ଅସୀମିତ 4G/5G ଡାଟା, ଅନଲିମିଟେଡ କଲିଂ, ଓ ୧୦୦ SMS/ଦିନ। ଏଥିରେ Amazon Prime ଓ Jio Hotstar ଭଳି OTT ସବସ୍କ୍ରିପସନ୍ ମଧ୍ୟ ଅନ୍ତର୍ଭୁକ୍ତ। ଚାରି ଜଣଙ୍କ ପାଇଁ ଅଲଗା ଅଲଗା ପ୍ରିପେଡ୍ ରିଚାର୍ଜ କଲେ, ମାସକୁ ୧୬୦୦-୨୦୦୦ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଯାଏ । ସେହିକ୍ଷେତ୍ରରେ Jioର ଫ୍ୟାମିଲି ପ୍ଲାନିଂରେ ମୋଟ ୮୯୯ ରୁ ଓ Airtelର ୧୧୯୯ ଟଙ୍କା ଖର୍ଚ୍ଚ ହୁଏ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri