Posted inଖେଳ

ନିରାଶ ହେଲେ ସ୍ମିଥ୍‌, ତ୍ରିଶତକ ମାରିଥିବା ନାୟାରଙ୍କୁ ବି କେହି କିଣିଲେ ନାହିଁ; ଦେଖନ୍ତୁ ଅନସୋଲ୍ଡ ଖେଳାଳିଙ୍କ ତାଲିକା

ଦୁବାଇ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ ଲାଗି ମଙ୍ଗଳବାର ମିନି ଅକ୍ସନ ଶେଷ ହୋଇଛି। ଏହି ସମୟରେ ଅନେକ ଚର୍ଚ୍ଚିତ ଖେଳାଳିଙ୍କ ଉପରେ ନିଲାମ ଡକା ଯାଇଥିଲା। ମିଚେଲ ଷ୍ଟାର୍କ ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଥିଲେ। ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟି ଟଙ୍କାରେ କିଣିଛି। ଏହାଛଡ଼ା ପ୍ୟାଟ୍‌ କୁମିନ୍ସ ଏବଂ ଡାରିଲ ମିଚେଲଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ହେଲେ ଏହି ଅକ୍ସନରେ ଅନେକ ବଡ଼ କ୍ରିକେଟରଙ୍କୁ କ୍ରେତା ମିଳି ନ ଥିବାରୁ ସେମାନେ ଅନସୋଲ୍ଡ ରହିଥିବା ଦେଖାଯାଇଛି।
ଅନସୋଲ୍ଡ ଖେଳାଳି ତାଲିକାରେ ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ଷ୍ଟିଭ ସ୍ମିଥ୍‌ ଏବଂ ଟେଷ୍ଟ କ୍ରିକେଟରେ ତ୍ରିଶତକ ମାରି ଚର୍ଚ୍ଚାକୁ ଆସିଥିବା କରୁଣ ନାୟାର ଅଛନ୍ତି। ସ୍ମିଥ୍‌ଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଥିବା ବେଳେ ନାୟରଙ୍କର ୫୦ ଲକ୍ଷ ଥିଲା।
ଦେଖନ୍ତୁ ଅନ୍‌ସୋଲ୍ଡ ଖେଳାଳିଙ୍କ ସମ୍ପୂର୍ଣ୍ଣ ତାଲିକା:
ରିଲି ରୋସୋ, କରୁଣ ନାୟାର, ଷ୍ଟିଭ୍‌ ସ୍ମିଥ, ମନୀଷ ପାଣ୍ଡେ, ଫିଲ୍‌ ସଲ୍ଟ, ଜୋଶ୍‌ ଇଂଲିଶ, କୁସାଲ ମେଣ୍ଡିସ, ଲୋକି ଫର୍ଗୁସନ, ଜୋଶ୍‌ ହାଜେଲଉଡ୍‌, ଆଡିଲ ରଶିଦ, ଓ୍ବାକର ସଲମଖିଲ, ଅକେଲ ହୋସେନ, ଇଶ୍‌ ସୋଧି, ଟାବ୍ରାଇଜ୍‌ ଶାମସି, ମୁଜିବ ଉର ରହମନ, ରୋହନ କୁନ୍ନୁମ୍ମାଲ, ସୌରଭ ଚୌହାନ, ପ୍ରିୟାଂଶ ଆର୍ଯ୍ୟ, ମନନ ଭୋରା, ମହମ୍ମଦ ଅର୍ଶଦ ଖାଁ, ସର୍ଫରାଜ ଖାଁ, ରାଜ ବାଓ୍ବା, ବିଭ୍ରାନ୍ତ ଶର୍ମା, ଅତୀତ ଶେଠ୍‌, ହ୍ରିତିକ ଶୋକେନ, ଉର୍ଭିଲ ପଟେଲ, ବିଷ୍ଣୁ ସୋଲାଙ୍କି, କୁଲଦୀପ ଯାଦବ, ଇଶାନ ପୋରେଲ, ଶିବା ସିଂ, ମୁରୁଗାନ ଅଶ୍ୱିନ, ପୁଲକିତ ନାରଙ୍ଗ, ଫିନ୍‌ ଆଲେନ, କଲିନ ମୁନ୍‌ରୋ, ରସି ଭାନ୍‌ ଡର୍‌ ଡୁସେନ, କ୍ୱାଇସ ଅହମଦ, ଆଷ୍ଟନ ଟର୍ନର, ମିଚେଲ ବ୍ରାସଓ୍ବେଲ, ଜେମ୍ସ ନିଶାମ, କେମୋ ପଲ୍‌, ଓଡେନ ସ୍ମିଥ୍‌, ଶାଇ ହୋପ୍‌, ଦୁଶ୍ମନ୍ତ ଚାମିରା, ବେନ୍‌ ଡ୍ବାରଶୁଇସ, ମ୍ୟାଟ୍ଟ ହେନରି, କାଏଲ ଜେମିସନ।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri