କେବଳ ୩୪୫୪ ଟଙ୍କା EMIରେ ମିଳୁଛି iPhone 17, ଜାଣନ୍ତୁ ଅଫର୍‌…

ନୂଆଦିଲ୍ଲୀ,୨୧।୯: ଆପଲ କମ୍ପାନୀ ନୂଆ iPhone ୧୭ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିଛି। ୧୯ ସେପ୍ଟେମ୍ବରରୁ ଏହାର ସେଲ ଆରମ୍ଭ ହୋଇଛି। ଯଦି ଆପଣ ମଧ୍ୟ ନୂଆ iPhone କିଣିବାକୁ ଚାହୁଁଛନ୍ତି କିନ୍ତୁ ବଜେଟ କମ ପଡ଼ୁଛି, ତେବେ ଚିନ୍ତାର କରିବାର କିଛି ନାହିଁ। କମ୍ପାନୀ ଗ୍ରାହକମାନଙ୍କ ପାଇଁ ସହଜ ପେମେଣ୍ଟ ଅପ୍ସନ ଉପଲବ୍ଧ କରିଛି, ଯାହା ଅନୁଯାୟୀ ଏହାକୁ ମାତ୍ର ୩,୪୫୪ ଟଙ୍କାରେ ନୋ-କୋଷ୍ଟ EMIରେ କିଣାଯାଇପାରିବେ।

ନୂଆ iPhone ୧୭ର ଲଞ୍ଚ ଓ ଫିଚର୍ଗୁଡ଼ିକ:
iPhone ୧୭ ପାଞ୍ଚଟି ଅଦ୍ଭୁତ ରଙ୍ଗରେ ଲେଭେଣ୍ଡର, ସେଜ୍‌, ମିଷ୍ଟ ବ୍ଲୁ, ବ୍ଲ୍ୟାକ ଏବଂ ହ୍ବାଇଟ ଉପଲବ୍ଧ। ଏଥିରେ ପୂର୍ବରୁ ଅଧିକ ବ୍ରାଇଟ ଡିସ୍ପ୍ଲେ ଦିଆଯାଇଛି। ଫୋନ୍‌ଙ୍କୁ ଶକ୍ତିଶାଳୀ କରିବା ପାଇଁ ଏଥିରେ ନୂଆ ଏବଂ ଫାଷ୍ଟ A୧୯ ଚିପ୍‌ ରହିଛି, ଯାହା ପର୍ଫମାନ୍ସ ଓ ବ୍ୟାଟେରୀ କ୍ଷେତ୍ରରେ ଏହାକୁ ଆହୁରି ଦମ୍‌ଦାର କରିଛି।

ମୂଲ୍ୟ ଓ EMI ଅଫର୍‌:
iPhone ୧୭ର ଆରମ୍ଭିକ ମୂଲ୍ୟ ୮୨,୯୦୦ ଟଙ୍କା ରଖାଯାଇଛି। କିନ୍ତୁ ଗ୍ରାହକମାନଙ୍କ ପାଇଁ କମ୍ପାନୀ ସହଜ ଫାଇନାନ୍ସିଂ ଅପ୍ସନ ମଧ୍ୟ ଦେଇଛି। ଏବେ ଏହାକୁ ନୋ-କୋଷ୍ଟ EMIରେ ମାତ୍ର ୩,୪୫୪ ଟଙ୍କା ପ୍ରତି ମାସରେ କିଣିହେବ। ଏହି ଅଫର ସେହି ଗ୍ରାହକମାନଙ୍କ ପାଇଁ ବିଶେଷ ଯାହା ଏକକାଳୀନ ଟଙ୍କା ଦେବା ବଦଳରେ କିସ୍ତି ପେମେଣ୍ଟ କରିବାକୁ ଚାହୁଁଛନ୍ତି। ଏହା ସହିତ iPhone ୧୭ କିଣିବାରେ କ୍ୟାଶବ୍ୟାକ୍‌ ଏବଂ ଅନ୍ୟ କ୍ରେଡିଟ କାର୍ଡ ଡିସ୍କାଉଣ୍ଟ ମଧ୍ୟ ମିଳୁଛି। ତଥାପି ଏହା ପାଇଁ ସର୍ତ୍ତ ଓ ନିୟମ ଲାଗୁ ହେବ।

କେଉଁଠାରୁ କିଣିିପାରିବେ iPhone ୧୭?
ଏହି ଅଫର ଦେଶବ୍ୟାପୀ ଏପଲ ଅଧିକୃତ ଷ୍ଟୋର୍‌ରେ ଉପଲବ୍ଧ। ଏହା ସହିତ ଗ୍ରାହକମାନେ ନିକଟସ୍ଥ ରିଟେଲ ଷ୍ଟୋର୍‌ ସହିତ ଅଫଲାଇନ ଷ୍ଟୋର୍‌ ପେରି କ୍ରୋମା ଏବଂ ରିଲାୟନ୍ସ ଡିଜିଟାଲ ଭଳି ପ୍ଲାଟଫର୍ମରୁ ମଧ୍ୟ iPhone ୧୭ କିଣିପାରିବେ। ଆମାଜନ୍‌ ଏବଂ ଫ୍ଲିପକାର୍ଟ ଭଳି ଅନଲାଇନ ପ୍ଲାଟ୍‌ଫର୍ମରେ ମଧ୍ୟ iPhone ୧୭ ବିକ୍ରି ହେଉଛି।

iPhone 17 256GB ₹82,900
512GB ₹1,02,900
iPhone 17 Pro 256GB ₹1,34,900
512GB ₹1,54,900
1TB ₹1,74,900
iPhone 17 Pro Max 256GB ₹1,49,900
512GB ₹1,69,900
1TB ₹1,89,900
2TB ₹2,29,900
iPhone Air 256GB ₹1,19,900
512GB ₹1,39,900
1TB ₹1,59,900

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri