କେବଳ ୩୪୫୪ ଟଙ୍କା EMIରେ ମିଳୁଛି iPhone 17, ଜାଣନ୍ତୁ ଅଫର୍‌…

ନୂଆଦିଲ୍ଲୀ,୨୧।୯: ଆପଲ କମ୍ପାନୀ ନୂଆ iPhone ୧୭ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିଛି। ୧୯ ସେପ୍ଟେମ୍ବରରୁ ଏହାର ସେଲ ଆରମ୍ଭ ହୋଇଛି। ଯଦି ଆପଣ ମଧ୍ୟ ନୂଆ iPhone କିଣିବାକୁ ଚାହୁଁଛନ୍ତି କିନ୍ତୁ ବଜେଟ କମ ପଡ଼ୁଛି, ତେବେ ଚିନ୍ତାର କରିବାର କିଛି ନାହିଁ। କମ୍ପାନୀ ଗ୍ରାହକମାନଙ୍କ ପାଇଁ ସହଜ ପେମେଣ୍ଟ ଅପ୍ସନ ଉପଲବ୍ଧ କରିଛି, ଯାହା ଅନୁଯାୟୀ ଏହାକୁ ମାତ୍ର ୩,୪୫୪ ଟଙ୍କାରେ ନୋ-କୋଷ୍ଟ EMIରେ କିଣାଯାଇପାରିବେ।

ନୂଆ iPhone ୧୭ର ଲଞ୍ଚ ଓ ଫିଚର୍ଗୁଡ଼ିକ:
iPhone ୧୭ ପାଞ୍ଚଟି ଅଦ୍ଭୁତ ରଙ୍ଗରେ ଲେଭେଣ୍ଡର, ସେଜ୍‌, ମିଷ୍ଟ ବ୍ଲୁ, ବ୍ଲ୍ୟାକ ଏବଂ ହ୍ବାଇଟ ଉପଲବ୍ଧ। ଏଥିରେ ପୂର୍ବରୁ ଅଧିକ ବ୍ରାଇଟ ଡିସ୍ପ୍ଲେ ଦିଆଯାଇଛି। ଫୋନ୍‌ଙ୍କୁ ଶକ୍ତିଶାଳୀ କରିବା ପାଇଁ ଏଥିରେ ନୂଆ ଏବଂ ଫାଷ୍ଟ A୧୯ ଚିପ୍‌ ରହିଛି, ଯାହା ପର୍ଫମାନ୍ସ ଓ ବ୍ୟାଟେରୀ କ୍ଷେତ୍ରରେ ଏହାକୁ ଆହୁରି ଦମ୍‌ଦାର କରିଛି।

ମୂଲ୍ୟ ଓ EMI ଅଫର୍‌:
iPhone ୧୭ର ଆରମ୍ଭିକ ମୂଲ୍ୟ ୮୨,୯୦୦ ଟଙ୍କା ରଖାଯାଇଛି। କିନ୍ତୁ ଗ୍ରାହକମାନଙ୍କ ପାଇଁ କମ୍ପାନୀ ସହଜ ଫାଇନାନ୍ସିଂ ଅପ୍ସନ ମଧ୍ୟ ଦେଇଛି। ଏବେ ଏହାକୁ ନୋ-କୋଷ୍ଟ EMIରେ ମାତ୍ର ୩,୪୫୪ ଟଙ୍କା ପ୍ରତି ମାସରେ କିଣିହେବ। ଏହି ଅଫର ସେହି ଗ୍ରାହକମାନଙ୍କ ପାଇଁ ବିଶେଷ ଯାହା ଏକକାଳୀନ ଟଙ୍କା ଦେବା ବଦଳରେ କିସ୍ତି ପେମେଣ୍ଟ କରିବାକୁ ଚାହୁଁଛନ୍ତି। ଏହା ସହିତ iPhone ୧୭ କିଣିବାରେ କ୍ୟାଶବ୍ୟାକ୍‌ ଏବଂ ଅନ୍ୟ କ୍ରେଡିଟ କାର୍ଡ ଡିସ୍କାଉଣ୍ଟ ମଧ୍ୟ ମିଳୁଛି। ତଥାପି ଏହା ପାଇଁ ସର୍ତ୍ତ ଓ ନିୟମ ଲାଗୁ ହେବ।

କେଉଁଠାରୁ କିଣିିପାରିବେ iPhone ୧୭?
ଏହି ଅଫର ଦେଶବ୍ୟାପୀ ଏପଲ ଅଧିକୃତ ଷ୍ଟୋର୍‌ରେ ଉପଲବ୍ଧ। ଏହା ସହିତ ଗ୍ରାହକମାନେ ନିକଟସ୍ଥ ରିଟେଲ ଷ୍ଟୋର୍‌ ସହିତ ଅଫଲାଇନ ଷ୍ଟୋର୍‌ ପେରି କ୍ରୋମା ଏବଂ ରିଲାୟନ୍ସ ଡିଜିଟାଲ ଭଳି ପ୍ଲାଟଫର୍ମରୁ ମଧ୍ୟ iPhone ୧୭ କିଣିପାରିବେ। ଆମାଜନ୍‌ ଏବଂ ଫ୍ଲିପକାର୍ଟ ଭଳି ଅନଲାଇନ ପ୍ଲାଟ୍‌ଫର୍ମରେ ମଧ୍ୟ iPhone ୧୭ ବିକ୍ରି ହେଉଛି।

iPhone 17 256GB ₹82,900
512GB ₹1,02,900
iPhone 17 Pro 256GB ₹1,34,900
512GB ₹1,54,900
1TB ₹1,74,900
iPhone 17 Pro Max 256GB ₹1,49,900
512GB ₹1,69,900
1TB ₹1,89,900
2TB ₹2,29,900
iPhone Air 256GB ₹1,19,900
512GB ₹1,39,900
1TB ₹1,59,900

Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri