Categories: ବାଣିଜ୍ୟ

ଭାରତ-ଶ୍ରୀଲଙ୍କା ଏୟାର ବବଲ ଚୁକ୍ତି

ନୂଆଦିଲ୍ଲୀ,୧୨।୪: ଶ୍ରୀଲଙ୍କା ସହିତ ଭାରତ ଏୟାର ବବଲ ଚୁକ୍ତିରେ ସାମିଲ ହୋଇଛି। ଏହା ଦ୍ୱାରା ୨ ଦେଶ ମଧ୍ୟରେ ବର୍ତ୍ତମାନ ସ୍ଥିତିରେ ବିମାନ ଯାତ୍ରୀ ସୁଗମ ହୋଇପାରିବ। ସାର୍କ ଦେଶ ସମୂହଙ୍କ ମଧ୍ୟରେ ଏହା ୬ତମ ହୋଇଥିବା ବେଳେ ଭାରତ ମୋଟ ୨୮ ଏଭଳି ଚୁକ୍ତିରେ ସାମିଲ ହୋଇଛି। କରୋନା ସମୟରେ କଟକଣା ଯୋଗୁ ପର୍ଯ୍ୟଟକମାନେ ଶ୍ରୀଲଙ୍କା ଯାଇ ପାରୁ ନ ଥିଲେ। ଏଭଳି ଚୁକ୍ତି ଦ୍ୱାରା ପର୍ଯ୍ୟଟକ ଶ୍ରୀଲଙ୍କା ଯିବାକୁ ସକ୍ଷମ ହେବେ।

Share