Posted inଖେଳ

ଯଶସ୍ବୀଙ୍କୁ ରୋହିତଙ୍କ ଠାରୁ ମିଳିଲା ଖାସ୍‌ ଆଡଭାଇସ୍‌, କହିଲେ ଏଭଳି ସିନିୟର ଥିଲେ…

ନୂଆଦିଲ୍ଲୀ,୧୫।୧: ଭାରତୀୟ ଖେଳାଳି ଯଶସ୍ବୀ ଜସୱାଲଙ୍କ ପ୍ରତିଭା କାହାଠାରୁ ଲୁଚି ନାହିଁ। ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ରେ ୨୦୦ ଷ୍ଟ୍ରାଇକ ହାରରେ ଯୁବ ଭାରତୀୟ ଓପନର୍‌ ବ୍ୟାଟିଂ କରିଥିଲେ ଏବଂ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଲିଭାଇଥିଲେ। ସେ ୩୪ ବଲରେ ୫ ଚୌକା ଓ ୬ ଛକା ସହାୟତାରେ ୬୮ ରନ୍‌ର ଇନିଂସ ଖେଳିଥିଲେ। ଉଜ୍ଜ୍ୱଳ ଇନିଂସ ପରେ ଜସୱାଲ ଅଧିନାୟକ ରୋହିତ ଶର୍ମା ଦେଇଥିବା ଖାସ୍‌ ଆଡଭାଇସ୍‌କୁ ଖୁଲାସା କରିଥିଲେ।

ରୋହିତ ଶର୍ମାଙ୍କ ପରାମର୍ଶ ବିଷୟରେ ବିସିସିଆଇ ଟିଭି ସହ କଥାବାର୍ତ୍ତା କରି ଜସୱାଲ କହିଛନ୍ତି, ରୋହିତ ତାଙ୍କୁ ମ୍ୟାଚ ପୂର୍ବରୁ କହିଥିଲେ, ଯା’ ଆଉ ବିନ୍ଦାସ ଖେଳ। ଜସୱାଲ ଆହୁରି କହିଛନ୍ତି, ସେ ଆମର ଯତ୍ନ ନେବା ପାଇଁ ସର୍ବଦା ଥାଆନ୍ତି। ଯେତେବେଳେ ତାଙ୍କ ପରି ସିନିୟର ଥାଆନ୍ତି, ସେତେବେଳେ ଏହା ବହୁତ ଭଲ ହୋଇଥାଏ।

ଭାରତୀୟ ଓପନର୍‌ କହିଛନ୍ତି,ଉଇକେଟ୍‌ ବହୁତ ଭଲ ଥିଲା, ତେଣୁ ବ୍ୟାଟିଂ କରିବା ମଜା ଲାଗୁଥିଲା। ଆମ ପାଖରେ ଚେଜ୍‌ କରିବା ପାଇଁ ଭଲ ଲକ୍ଷ୍ୟ ଥିଲା, ମୋର ମନରେ ଥିଲା ଯେ ମୁଁ ଭଲ ଆରମ୍ଭ କରିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri