Posted inଜାତୀୟ

ଲାହୋର-କରାଚି ବିନା ଭାରତ ଅସମ୍ପୂର୍ଣ୍ଣ: ଆରଏସଏସ ନେତା…

ନୂଆଦିଲ୍ଲୀ,୨୪।୧୨ : ମୁସଲିମ ରାଷ୍ଟ୍ରିୟ ମଞ୍ଚ ଠିକ ୨୦ବର୍ଷ ପୂର୍ବେ ୨୪ ଡିସେମ୍ବର ୨୦୦୨ ରେ ଗଠିତ ହୋଇଥିଲା। ଯେଉଁମାନେ ଏହାକୁ ଆରମ୍ଭ କରିଥିଲେ ସେମାନଙ୍କ ମଧ୍ୟରେ ପୂର୍ବତନ ଆରଏସଏସ ସଂଘ ପ୍ରମୁଖ କେସି ସୁଦର୍ଶନ, ସଂଗଠନର ବରିଷ୍ଠ ନେତା ଇନ୍ଦ୍ରେଶ କୁମାର, ମୁସଲମାନ ବୁଦ୍ଧିଜୀବୀ ମୌଲାନା ୱାହିଦୁଦ୍ଦିନ ଖାନ ଏବଂ ହାଜି ଇଲିଆସି ରହିଥିଲେ। ମୁସଲିମ ରାଷ୍ଟ୍ରିୟ ମଞ୍ଚ ଏହାର ୨୧ ତମ ଫାଉଣ୍ଡେଶନ ଦିବସକୁ ନୂଆଦିଲ୍ଲୀର ଏୱାନ-ଇ-ଘାଲିବରେ ପାଳନ କରିଛି।

ଏହି ଫୋରମର ପୃଷ୍ଠପୋଷକ ତଥା ଆରଏସଏସର ବରିଷ୍ଠ ନେତା ଇନ୍ଦ୍ରେଶ କୁମାର କହିଛନ୍ତି ଯେ ପାକିସ୍ତାନକୁ ସମାନ ଭାଷାରେ ଉତ୍ତର ଦେବା ଉଚିତ। ଯଦି ପାକିସ୍ତାନନରେ ସ୍ଲୋଗାନ ଉଠିଛି ଯେ କାଶ୍ମୀର ବିନା ପାକିସ୍ତାନ ଅସମ୍ପୂର୍ଣ୍ଣ, ତେବେ ଲାହୋର, କରାଚି ଏବଂ ନାନକାନା ସାହେବ ବିନା ଭାରତ ମଧ୍ୟ ଅସମ୍ପୂର୍ଣ୍ଣ ବୋଲି ଏହି ସ୍ଲୋଗାନକୁ ଆମକୁ କେହି ଅଟକାଇ ପାରିବେ ନାହିଁ।

ସେ କହିଛନ୍ତି ଯେ ୧୯୪୭ ରେ ପାକିସ୍ତାନ ଭାରତରୁ ଏବଂ ୧୯୭୧ ରେ ବାଂଲାଦେଶ ପାକିସ୍ତାନ ଠାରୁ ଅଲଗା ହୋଇଥିଲା, କିନ୍ତୁ ଏସବୁ ଭାରତର ଅଂଶ ଥିଲା। ଆଜି ଭାରତରେ ଅନେକ ସୀମା ଗଠନ କରାଯାଇଛି। ସୀମା ରକ୍ଷା କରିବା ପାଇଁ ଆମକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏବେ ଏହାର ସମାଧାନର ସମୟ ଆସିଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri