Posted inଜାତୀୟ

ଭାରତ ପାଖରେ କମ୍‌ ଆଣବିକ ଅସ୍ତ୍ର: ତେବେ ବି ଚାଇନା-ପାକିସ୍ତାନକୁ କଡ଼ା ଜବାବ ଦେବାକୁ ସକ୍ଷମ…

ନୂଆଦିଲ୍ଲୀ,୧୫।୬: ଭାରତ ପାଖରେ ଚାଇନା ଏବଂ ପାକିସ୍ତାନ ତୁଳନାରେ କମ୍‌ ଆଣବିକ ଅସ୍ତ୍ର ରହିଛି। ତେବେ ବି ଭାରତ ଉଭୟ ଚାଇନା ଏବଂ ପାକିସ୍ତାନକୁ କଡ଼ା ଜବାବ୍‌ ଦେବାକୁ ସକ୍ଷମ। ସମ୍ପ୍ରତି ଚାଇନା ନିକଟରେ ୩୫୦ ଆଣବିକ ଅସ୍ତ୍ର ରହିଛି। ସେହିପରି ପାକିସ୍ତାନ ୧୬୫ ଆଣବିକ ଅସ୍ତ୍ର ସଂଗ୍ରହ କରିଛି। ଅପରପକ୍ଷରେ ଭାରତ ପାଖରେ ୧୫୬ ଆଣବିକ ଅସ୍ତ୍ର ମହଜୁଦ୍‌ ରହିଛି। ଷ୍ଟକ୍‌ହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପୃଥିବୀର ୯ଟି ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ନିକଟରେ ମୋଟ ୧୩,୦୮୦ ଆଣବିକ ଅସ୍ତ୍ର ରହିଛି। ସେଥିମଧ୍ୟରୁ ରୁଷିଆ ନିକଟରେ ସର୍ବାଧିକ ୬,୨୫୫ ରହିଛି। ଆମେରିକା ପାଖରେ ୫,୫୫୦, ଫ୍ରାନ୍ସ ନିକଟରେ ୨୯୦ ଏବଂ ବ୍ରିଟେନ୍‌ ପାଖରେ ୨୨୫ ଆଣବିକ ଅସ୍ତ୍ର ରହିଛି। ସେହିପରି ଇସ୍ରାଏଲ୍‌ ପାଖରେ ୯୦ ଏବଂ ଉତ୍ତର କୋରିଆ ପାଖରେ ୪୦ରୁ ୫୦ ଆଣବିକ ଅସ୍ତ୍ର ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ କମିଲା ସଂକ୍ରମଣ: ଆଜି ୩୬,୫୭୧ ଆକ୍ରାନ୍ତ ଚିହ୍ନଟ, ୫୪୦ ମୃତ

ନୂଆଦିଲ୍ଲୀ,୨୦ା୮: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬,୫୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୪୦ ଜଣଙ୍କ ମୃତ୍ୟୁ ଘଟିଛି। ଭାରତରେ ବର୍ତ୍ତମାନ ଆକ୍ଟିଭ...

ପ୍ରିୟଙ୍କା ଗାନ୍ଧୀ ହିଁ କଂଗ୍ରେସ ଅଧ୍ୟକ୍ଷ ହେବାର ଉପଯୁକ୍ତ ପ୍ରାର୍ଥୀ: ଶଶି ଥରୁର

ନୂଆଦିଲ୍ଲୀ,୨୮।୭: କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରିୟଙ୍କା ଗାନ୍ଧୀ ହିଁ କଂଗ୍ରେସ ଅଧ୍ୟକ୍ଷ ହେବାର ଉପଯୁକ୍ତ ପ୍ରାର୍ଥୀ ବୋଲି...

ୟୁପିରେ ଭାଇରାଲ ଫିଭର ଆତଙ୍କ

ପ୍ରୟାଗରାଜ,୫।୯: ଉତ୍ତରପ୍ରଦେଶରେ ଏନ୍‌ସେଫାଲିଟିସ୍‌ ଓ ନିମୋନିଆ ଭଳି ପୁରୁଣା ରୋଗ ଏବଂ ଭାଇରାଲ ଫିଭରରେ ଆକ୍ରାନ୍ତ ହୋଇ ୧୭୧ ପିଲା ପ୍ରୟାଗରାଜର ମୋତିଲାଲ ନେହେରୁ ହସ୍ପିଟାଲରେ...

ନୌସେନାରେ ସାମିଲ ହେବ ସମୁଦ୍ରର ଆଉ ଏକ ଶେହନଶାହ ‘ତାରାଗିରି’

ନୂଆଦିଲ୍ଲୀ,୧୧ ।୯: ଶତ୍ରୁଙ୍କୁ କଡା ଜବାବ ଦେବାକୁ ତଥା ଭାରତୀୟ ସେନାକୁ ଆହୁରି ମଜଭୁତ କରିବାକୁ ଲଗାତାର କାମ ଚାଲିଛି । ଆଧୁନିକ ଅସ୍ତ୍ରଶସ୍ତ୍ର, ମିଶାଇଲ,...

ପୁଣି ରେକର୍ଡ ଭାଙ୍ଗିଲା ସେନସେକ୍ସ

ନୂଆଦିଲ୍ଲୀ,୨୪।୯:ଭାରତୀୟ ଷ୍ଟକ ମାର୍କେଟ କ୍ରମାଗତ ରେକର୍ଡ ଭାଙ୍ଗିବାରେ ଲାଗିଛି। ପ୍ରଥମ ଥର ପାଇଁ ସେନସେକ୍ସ ୬୦ ହଜାର ଅତିକ୍ରମ କରିଛି। ଶୁକ୍ରବାର ପ୍ରାରମ୍ଭିକ ଅଧିବେଶନରେ ସେନସେକ୍ସ...

‘ଡାକ୍ତରଙ୍କୁ ଫୁଟ୍‌ବଲ ଭଳି ବ୍ୟବହାର କରନାହିଁ’

ନୂଆଦିଲ୍ଲୀ, ୨୮।୯: ଚଳିତ ବର୍ଷ ହେବାକୁ ଥିବା ନ୍ୟାଶନାଲ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକ ପରୀକ୍ଷା ପୋଷ୍ଟଗ୍ରାଜୁଏଟ୍‌ ସୁପର ସ୍ପେଶିଆଲିଟି (ଏନ୍‌ଇଇଟି ଏସ୍‌ଏସ୍‌)ରେ ଶେଷ ମୁହୂର୍ତ୍ତରେ...

ଦେଶର ୪୨ ବିମାନ ବନ୍ଦରରେ ୮୪ କର୍ମଚାରୀ ନିଶାସକ୍ତ ଅବସ୍ଥାରେ କରୁଥିଲେ ଡ୍ୟୁଟି…

ନୂଆଦିଲ୍ଲୀ, ୧୫।୫ : ଦେଶର ୪୨ ବିମାନବନ୍ଦରର ୮୪ ଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ନିଶାସକ୍ତ ଅବସ୍ଥାରେ କାମ କରୁଥିବା ଦେଖିବାକୁ ମିଳିଛି। ଡିଜିସିଏ ରିପୋର୍ଟ...

ବହୁତ ହୋଇଗଲା, ପ୍ରକୃତରେ କ’ଣ ଘଟିଛି ଆମେ ଜାଣିବାକୁ ଚାହୁଁଛୁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୧୭।୬: ଗଲୱାନ ଘାଟିରେ ହୋଇଥିବା ହିଂସାକାଣ୍ଡରେ ୨୦ ଯବାନ ଶହୀଦ ହୋଇଛନ୍ତି। ଚୀନର ମଧ୍ୟ ୪୩ ଯବାନ ନିହତ ହୋଇଛନ୍ତି। ଫଳରେ ଦୁଇଦେଶ ମଧ୍ୟରେ...

Advertisement
Archives

Model This Week