କାରବାରରେ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୧୯।୬: ଦେଶର ପ୍ରମୁଖ ଟାଇଲ ଉତ୍ପାଦନକାରୀ ସଂସ୍ଥା ଓରିଏଣ୍ଟବେଲ ଟାଇଲ୍‌ସ ପକ୍ଷରୁ ଗ୍ରାହକଙ୍କ ପାଇଁ ସରଳ ଓ ଅତ୍ୟାଧୁନିକ ସୁବିଧାର ପ୍ରୟୋଗ ସମ୍ପର୍କରେ ଘୋଷଣା କରାଯାଇଛି। ଫଳରେ ଗ୍ରାହକମାନେ ଘରେ ବସି ସେମାନଙ୍କର ଉତ୍ପାଦ ଅର୍ଡର ସାଙ୍ଗକୁ ଚୟନ ମଧ୍ୟ କରିପାରିବେ। ଏପରିକି ଗ୍ରାହକଙ୍କ ସୁବିଧା ଓ ଦୀର୍ଘ ଦିନର ଗ୍ରାହକଚାହିଦାକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ ଟାଇଲ ସପିଂ ପ୍ରକ୍ରିୟାକୁ ସରଳ କରିବା ଲାଗି ଓରିଏଣ୍ଟବେଲ ଟାଇଲସ ଡିଜିଟାଲି ଉପକରଣର ଅତ୍ୟାଧୁନିକ ପରିସର ସହ ପରିଚାଳନା ଆରମ୍ଭ କରିଛି। କମ୍ପାନୀର ୱେବସାଇଟ (www.orientbell.com) ରେ ଉନ୍ନତ ଇ-ବାଣିଜ୍ୟ ପରି ଉତ୍ପାଦଗୁଡ଼ିକୁ ଗ୍ରାହକ ୩୦୦୦ରୁ ଅଧିକ ଏସକେୟୁ ମାଧ୍ୟମରେ ପଠାଇବାକୁ ସହାୟତା କରିବ। ବିଶେଷ କରି ଗ୍ରାହକମାନେ ସେମାନଙ୍କର ପସନ୍ଦର ଟାଇଲ ଛବିକୁ ସଂସ୍ଥା ଓ୍ବେସାଇଡରେ ଅପଲୋଡ କରି ଟାଇଲ କ୍ରୟ କରି ପାରିବେ। ଏ ସମ୍ପର୍କରେ ଓରିଏଣ୍ଟବେଲ ଟାଇଲସର ସିଏମଓ ଆଲୋକ ଅଗ୍ରୱାଲ କହିଛନ୍ତି, ଆପଣ ଓ ଆପଣଙ୍କ ପ୍ରିୟଜନ ଆରାମରେ ଏଥିରୁ ବ୍ରାଉଜ କରି ଟାଇଲକୁ ବାଛି ପାରିବେ। ଏପରିକି ରଙ୍ଗ ବା ଆକାର ଆପଣଙ୍କ କୋଠରି ଅନୁଯାୟୀ ଅର୍ଡ଼ର କରି ପାରିବେ ବୋଲି ଅଗ୍ରୱାଲ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ସେହିଭଳି କମ୍ପାନୀର ଏହି ଡିଜିଟାଲ ପଦକ୍ଷେପ ସହିତ ଓରିଏଣ୍ଟବେଲ ଟାଇଲସ ଘର ଭିତର ଓ ବାହ୍ୟ ପୃଷ୍ଠ ଭାଗରେ ଉପଯୁକ୍ତ ଡିଜାଇନ ପ୍ରଦାନ କରିଥାଏ। ଏହାର ସୁଲଭ ୩୦୦ /୪୫୦ ଏମଏମ କାନ୍ଥ ଟାଇଲଠାରୁ ଆରମ୍ଭ କରି ହାଇ ଗ୍ଲୋସ ୧୨୦୦/୧୮୦୦ ଏମଏମ ମାର୍ବଲ ଟାଇଲ ପର୍ଯ୍ୟନ୍ତ ବ୍ୟାପକ ପରିସର ଉପଲବ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ଟସ୍‌ ଜିତିଲା ରାଜସ୍ଥାନ

ଗୌହାଟି,୩୦।୩: ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ IPL 2026ର ସୋମବାର ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଫଳରେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri