Posted inଫୁରସତ

ପ୍ରିୟା ଲଭ୍‌ ବିକାଶ କିଭଳି ହେଲା ‘ପିଭିଆର୍‌’; ଜାଣନ୍ତୁ ଜଣେ ଟ୍ରକ ବ୍ୟବସାୟୀଙ୍କ ଗଜବ କାହାଣୀ…

ପିଭିଆର୍‌(ପ୍ରିୟା ଭିଲେଜ୍‌ ରୋଡ ଶୋ’) ଭାରତର ସବୁଠାରୁ ବଡ଼ ସିନେମା ସିରିଜରୁ ଗୋଟିଏ। ୧୯୯୭ରେ ଅଜୟ ବିଜଲୀ ଏହାକୁ ପ୍ରତିଷ୍ଠା କରିଥିଲେ। ପ୍ରଥମେ ସେ ଜଣେ ଟ୍ରକ୍‌ ଟ୍ରାନ୍ସପୋର୍ଟ ବ୍ୟବସାୟୀ ଥିଲେ। ପ୍ରିୟା ସିନେମାଜ୍‌ର ପୁରୁଣା ନାମ ପ୍ରିୟା ଲଭ୍‌ ବିକାଶ ସିନେମା ଥିଲା। ପିଭିଆର୍‌ ୧୯୯୭ରେ ସାକେତ, ନୂଆଦିଲ୍ଲୀରେ ପ୍ରଥମ ମଲ୍ଟିପ୍ଳେକ୍ସ ସିନେମା ସ୍ଥାପନା କରି ଭାରତରେ ମଲ୍ଟିପ୍ଲେକ୍ସ ଦୁନିଆରେ ହଇଚଇ ସୃଷ୍ଟି କରିଥିଲା।

ପିଭିଆର୍‌କୁ ପ୍ରିୟା ଏକ୍ଜିଭିଟର୍ସ ଏବଂ ଅଷ୍ଟ୍ରେଲିଆର ଭିଲେଜ୍‌ ରୋଡ୍‌ ଶୋ’ କମ୍ପାନୀ ମିଶି ନିର୍ମାଣ କରିଥିଲେ। ସ୍କ୍ରିନ୍‌ ହିସାବ ଅନୁଯାୟୀ ବିଶ୍ୱସ୍ତରରେ ପିଭିଆର୍‌ ୫ମ ସର୍ବବୃହତ ଲାଟେଷ୍ଟ ମଲ୍ଟିପ୍ଲେକ୍ସ ସିରିଜ ଅଟେ। ବର୍ତ୍ତମାନ ସମୟରେ ପୁରା ଭାରତର ଏହାର ୭୦ରୁ ଅଧିକ ସହରରେ ମଲ୍ଟିପ୍ଲେକ୍ସ ରହିଛି। ସିଙ୍ଗଲ ସ୍କ୍ରିନ୍‌ ଥିଏଟରକୁ ଅଧିଗ୍ରହଣ କରି ତାକୁ ଆଧୁନିକ ମଲ୍ଟିପ୍ଲେକ୍ସରେ ପରିବର୍ତ୍ତିତ କରିବାରେ ପିଭିଆର୍‌କୁ ଶ୍ରେୟ ଦିଆଯାଏ। ଏହା ଦର୍ଶକଙ୍କ ସିନେମା ଏକ୍ସପିରିଏନ୍ସକୁ ଭଲ କରିବା ଲାଗି ଅନେକ ନୂଆ ନୂଆ ଏକ୍ସପେରିମେଣ୍ଟ ମଧ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri