Categories: Video

ମଙ୍କିପକ୍ସ ଭାଇରସ୍ କିପରି ବ୍ୟାପୁଛି

ବିଶ୍ୱରେ କାୟା ମେଲାଇଛି ମଙ୍କିପକ୍ସ ଭାଇରସ୍ । ବିଶ୍ୱର ଅନେକ ଦେଶର ଲୋକ ଏହି ରୋଗରେ ସଂକ୍ରମିତ ହେଲେଣି । ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ରୋଗ କାୟାବିସ୍ତାର କରୁଥିବାରୁ ଚିନ୍ତାରେ ପଡିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ବ୍ରିଟେନ, ଆମେରିକା, ସିଙ୍ଗାପୁର, ଇଟାଲୀ, ସ୍ୱିଡେନ, କାନାଡା, ଅଷ୍ଟ୍ରେଲିଆ, ସ୍ପେନ୍ ଏବଂ ପର୍ତୁଗାଲରେ ଏହି ଭାଇରସ୍ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।