Categories: ଫୁରସତ

୨ ଚଳନ୍ତା ଟ୍ରେନ୍‌ ମଝିରେ ଘୋଡ଼ା: ଭୟଙ୍କର ଭିଡ଼ିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଘୋଡ଼ାକୁ ଦେଖିବାକୁ ମିଳୁଛି। ୨ ଟ୍ରେନ୍‌ ଟ୍ରାକ୍‌ ମଧ୍ୟରେ ଘୋଡ଼ାଟି ଫସି ଯାଇଛି। ୨ ଟ୍ରାକ୍‌ରେ ଟ୍ରେନ୍‌ ଆସି ଚାଲିଯାଇଛି। ମାତ୍ର ଘୋଡାଟି ତା ନିଜର ରାସ୍ତା ପରିବର୍ତ୍ତନ କରି ନ ଥିବାରୁ ବଞ୍ଚି ଯାଇଛି। ଭିଡିଓକୁ ଆଇପିଏସ୍‌ ଦୀପାଂଶୁ କାବ୍ରା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।

 

Share