ଭୟଙ୍କର ଦୁର୍ଘଟଣା: ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ବାହାରିଗଲା କାର୍‌ ଇଞ୍ଜିନ, ଦେଖନ୍ତୁ Video…

ବରଗଡ଼,୧୨।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼-ଭଟଲି ରାସ୍ତାର ବରଡୋଲ ଗ୍ରାମରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟାରେ ହୋଇଥିବା ଏହି ଦୁର୍ଘଟଣାରେ ଏକ କାର୍‌ ବିଦ୍ୟୁତ ଖୁଣ୍ଟରେ ପିଟି ହେବାରୁ କାର୍‌ ଇଞ୍ଜିନ ବାହାରି ରାସ୍ତା ଉପରକୁ ଛିଡ୍‌କି ହୋଇପଡିଛି। ତେବେ ଏଥିରେ
ସୌଭାଗ୍ୟବଶତଃ କାହାରି ମୃତ୍ୟୁ ହୋଇନାହିଁ। କାରରେ ବସିଥିବା ୩ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଦଳିବ ଡ୍ରେସକୋର୍ଡ

ଭୁବନେଶ୍ବର,୨।୨: ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବଡ଼ ଘୋଷଣା କରିଛନ୍ତି । ମିଶନ ଶକ୍ତିର ମହିଳାଙ୍କୁ ସରକାର ଦେବେ ସ୍ମାର୍ଟଫୋନ୍ ।…

ପ୍ରଶାସନର ଟାଳଟୁଳ ନୀତିକୁ ବିରୋଧ: ତହସିଲ ଅଫିସ ଘେରାଉ କଲେ ଅଞ୍ଚଳବାସୀ

ଲାଞ୍ଜିଗଡ, ୨।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ସବ-ରେଜିଷ୍ଟର କାର୍ଯ୍ୟାଳୟ ସ୍ଥାପନରେ ପ୍ରଶାସନର ଟାଳଟୁଳ ନୀତିକୁ ବିରୋଧ କରି ଅଞ୍ଚଳବାସୀ ସୋମବାର ଲାଞ୍ଜିଗଡ…

ମଧ୍ୟବିତ୍ତଙ୍କ ପାଇଁ ବଜେଟର ଏହି ୧୪ ବଡ଼ ଘୋଷଣା, ମିଳିବ ଲାଭ ହିଁ ଲାଭ!

ନୂଆଦିଲ୍ଲୀ,୨।୨: ବଜେଟ 2026 ରେ ବେତନଭୋଗୀ ଏବଂ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଅନେକ ଆଶ୍ୱସ୍ତି ପଦକ୍ଷେପ ଘୋଷଣା କରାଯାଇଥିଲା। ତଥାପି, ଆଗାମୀ ଆର୍ଥିକ ବର୍ଷ ପାଇଁ ଆୟକର…

ପାକିସ୍ତାନ T20 ବିଶ୍ୱକପ ବର୍ଜନ ପରେ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨।୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପାକିସ୍ତାନର ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି। T20 ବିଶ୍ୱକପରେ ପାକିସ୍ତାନ ଭାରତ ବିପକ୍ଷରେ ଏକ ଗ୍ରୁପ ପର୍ଯ୍ୟାୟ…

ଅଦୃଶ୍ୟ ଆକ୍ରମଣକାରୀ ମାଇକ୍ରୋପ୍ଲାଷ୍ଟିକ

ମାଇକ୍ରୋପ୍ଲାଷ୍ଟିକ୍‌ ଆଧୁନିକ ବିଶ୍ୱର ସବୁଠାରୁ ବ୍ୟାପକ କିନ୍ତୁ ସବୁଠାରୁ କମ୍‌ ଦୃଶ୍ୟମାନ ପ୍ରଦୂଷକ ମଧ୍ୟରୁ ଗୋଟିଏ। ଏହା ୫ ମିଲିମିଟରରୁ ଛୋଟ ପ୍ଲାଷ୍ଟିକ୍‌ ଖଣ୍ଡ ଭାବରେ ପରିଭାଷିତ।…

ଫେବୃଆରୀରେ ଖୋଲିବ ଏହି ଦୁଇ ରାଶିର ଭାଗ୍ୟ, ସବୁ ସ୍ୱପ୍ନ ସତ ହେବ!

ଫେବୃଆରୀ ମାସ କନ୍ୟା ଏବଂ କୁମ୍ଭ ରାଶି ପାଇଁ ଉତ୍କୃଷ୍ଟ ପ୍ରମାଣିତ ହେବ । ସେମାନେ ପ୍ରତ୍ୟେକ ପ୍ରୟାସରେ ସଫଳତା ପାଇବେ । ସେମାନଙ୍କର ଆର୍ଥିକ ସ୍ଥିତି…

ଅନନ୍ୟ ପ୍ରତିଭା ଦେଖାଇଲେ ଅଭିଜିତ-ପ୍ରୀତିଶଙ୍କର

ଗୁଣପୁର, ୨/୨(ସଂକେତ ପାତ୍ର):ଗୁଣପୁର ଗାନ୍ଧୀ ବିଶ୍ୱବିଦ୍ୟାଳୟର ଯାନ୍ତ୍ରିକ (Mechanical Engineering) ବିଭାଗର ତୃତୀୟ ବର୍ଷର ଦୁଇ ଜଣ ଛାତ୍ର ଅଭିଜିତ ନାରାୟଣ ସେଠୀ ଓ ପ୍ରୀତିଶଙ୍କର ପଣ୍ଡା…

ଓଡ଼ିଶାରେ ବିକ୍ରି କଲେ ଧାନ, କେରଳ ଆକାଉଣ୍ଟରେ ଜମା ହେଲା ଟଙ୍କା

ଲୋଇସିଂହା,୨।୨(ସୁଶାନ୍ତ ବାରିକ):ଏବେ ବି ରାଜ୍ୟରେ ମଣ୍ଡିରେ ଧାନ ବିକ୍ରି ନେଇ ଅବ୍ୟବସ୍ଥା ଲାଗି ରହିଛି। ଧାନ ବିକ୍ରି ବାବଦ ଟଙ୍କା ପାଇବାରେ ଚାଷୀଙ୍କୁ ହଟହଟା ହେବକୁ ପଡୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri