Categories: Video

ହିଜାବ ବିବାଦ, କଣ କହେ ଭାରତୀୟ ସମ୍ବିଧାନ

କର୍ଣ୍ଣାଟକରେ ହିଜାବକୁ ନେଇ ଦେଖା ଦେଇଥିବା ବିବାଦ, ସ୍କୁଲ କଲେ ଠାରୁ ଆରମ୍ଭ ହୋଇ ହାଇକୋର୍ଟ ଆଉ ଏବେ ସୁପ୍ରିମକୋର୍ଟରେ ପହଂଚିସାରିଲାଣି । କର୍ଣ୍ଣାଟକ ହାଇକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଅଭିଯୋଗକାରୀ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ବିବାଦକୁ ଜାତୀୟ ସ୍ତରର ପ୍ରସଙ୍ଗ କର ନାହିଁ । ଏହାର ଜରୁରୀ ଶୁଣାଣିର କୌଣସି ଆବଶ୍ୟକତା ନାହିଁ ।