Categories: Video

ଅତିଥିମାନଙ୍କର ମତ ଓ ମନ୍ତବ୍ୟ

ଅନୁଷ୍ଠିତ ହୋଇଯାଇଛି ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ଆନୁକୂଲ୍ୟରେ ବିଜ୍‌ନେସ ଏମିନେନ୍ସ ଆୱାର୍ଡ୍ସ। ଉଦ୍ୟୋଗ ଓ ଉଦ୍ୟୋଗି ମାନଙ୍କୁ ସମ୍ମାନୀତ କରିବା ପାଇଁ ଧରିତ୍ରୀର ଏହି ପ୍ରୟାସକୁ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିବା ସହ ଏହି ଅଭିନବ ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଆଜିର ଆବଶ୍ୟକତାକୁ ଦେଖି ଏକ ଦାୟିତ୍ୱପୂର୍ଣ୍ଣ ଅନୁଷ୍ଠାନ ଭାବେ ବ୍ୟବସାୟକୁ ପ୍ରୋତ୍ସାହିତ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ତେବେ ଏହି ଅବସରରେ ଆସନ୍ତୁ ଦେଖିବା କେମିତି ଥିଲା ବିଜ୍‌ନେସ ଏମିନେନ୍ସ ଆୱାର୍ଡ୍ସ।