ଅକ୍ଷୟ ତୃତୀୟା ପୂର୍ବରୁ ବୃଦ୍ଧି ପାଇଲା ସୁନା ଓ ରୂପା ମୂଲ୍ୟ, ଜାଣନ୍ତୁ ପ୍ରମୁଖ ସହର ଗୁଡିକର ତାଜା ରେଟ୍ ?

ନୂଆଦିଲ୍ଲୀ,୯।୫: ଶୁକ୍ରବାର ଅକ୍ଷୟ ତୃତୀୟା ପର୍ବ ସାରା ଦେଶରେ ପାଳନ କରାଯିବ। ଏହି ଦିନ ସୁନା କିଣିବାର ବିଶେଷ ମହତ୍ତ୍ୱ ରହିଛି। ଯଦି ଆପଣ ମଧ୍ୟ ସୁନା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ସୁନା ଓ ରୂପା ମୂଲ୍ୟ କ’ଣ ଜାଣି ରଖନ୍ତୁ। ଗୁରୁବାର ବଜାରରେ ସୁନା ଓ ରୂପା ସାମାନ୍ୟ ବୃଦ୍ଧି ଘଟିଥିବାର ଦେଖାଯାଉଛି। ସୁନା ୧୦ ଗ୍ରାମ ପିଛା ୭୧,୦୦୦ ରୁ ଅଧିକ ଏବଂ କିଲୋଗ୍ରାମ ପିଛା ୮୨,୨୫୦ ଟଙ୍କା ଉପରେ ରହିଛି।

ମେ ୯, ଗୁରୁବାର ବଜାରରେ ସୁନାରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳୁଛି। ୧୦ ଗ୍ରାମ ପିଛା ସୁନା ୧୦୯ ଟଙ୍କା ହୋଇ ୭୧,୨୩୬ ଟଙ୍କା ରେ ପହଞ୍ଚିଛି। ବୁଧବାର ସୁନା ୧୦ ଗ୍ରାମ ପିଛା ୭୧,୧୨୭ ଟଙ୍କା ବନ୍ଦ ହୋଇଯାଇଥିଲା।

ସୁନା ବ୍ୟତୀତ ବଜାରରେ ରୂପା ମଧ୍ୟ ମହଙ୍ଗା ହୋଇଛି। ବୁଧବାର ଫ୍ୟୁଚର ବଜାରରେ ରୂପା ୪୩୬ ଟଙ୍କା ବ୍ୟୟବହୁଳ ହୋଇ କିଲୋଗ୍ରାମ ପିଛା ୮୩,୪୩୦ ଟଙ୍କାରେ ପହଞ୍ଚିଛି। ବୁଧବାର ରୂପା କିଲୋଗ୍ରାମ ପିଛା ୮୨,୯୯୪ ଟଙ୍କା ବନ୍ଦ ହୋଇଛି।

ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୩୧୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୫,୨୦୦ ଟଙ୍କାରେ ବିକ୍ରି ହେଉଛି।
ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୧୬୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୫,୨୦୦ ଟଙ୍କାରେ ବିକ୍ରି ହେଉଛି।
କୋଲକାତାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୧୬୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୫,୨୦୦ ଟଙ୍କାରେ ବିକ୍ରି ହେଉଛି।
ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୧୬୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୮,୭୦୦ ଟଙ୍କାରେ ବିକ୍ରି ହେଉଛି।
ଜୟପୁର ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୩୧୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୫,୨୦୦ ଟଙ୍କାରେ ବିକ୍ରି ହେଉଛି।
ପାଟନାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୨୧୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୫,୨୦୦ ଟଙ୍କାରେ ବିକ୍ରି ହେଉଛି।
ପୁଣେରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୧୬୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୫,୨୦୦ ଟଙ୍କାରେ ବିକ୍ରି ହେଉଛି।
ନୋଏଡାଠାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୩୧୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୫,୨୦୦ ଟଙ୍କାରେ ବିକ୍ରି ହେଉଛି।
ଲକ୍ଷ୍ନୌରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୩୧୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୫,୨୦୦ ଟଙ୍କାରେ ବିକ୍ରି ହେଉଛି।
ଗୁରୁଗ୍ରାମରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୩୧୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୫,୨୦୦ ଟଙ୍କାରେ ବିକ୍ରି ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri