ଆଜି ରାତିରୁ ଆରମ୍ଭ ହେବ Flipkartର GOAT Sale, ସ୍ମାର୍ଟଫୋନ୍‌- ସ୍ମାର୍ଟ ଟିଭି ସହ ଏସବୁ ଉପରେ… 

ନୂଆଦିଲ୍ଲୀ,୧୧।୭: ଯଦି ଆପଣ ଅନଲାଇନ ଶପିଂ କରନ୍ତି ଏବଂ ନିଜ ପାଇଁ ଏକ ନୂତନ ସ୍ମାର୍ଟଫୋନ କିମ୍ବା ଅନ୍ୟ କିଛି କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଫ୍ଲିପକାର୍ଟ ଏହାର କୋଟି କୋଟି ପ୍ରଶଂସକ ଏବଂ ଗ୍ରାହକଙ୍କ ପାଇଁ ଫ୍ଲିପକାର୍ଟ ଗୋଟ୍‌ ସେଲ ୨୦୨୫ ଆରମ୍ଭ କରିବାକୁ ଯାଉଛି। ଏହି ସେଲରେ, ଆପଣ ଭଲ ରିହାତି ସହିତ ସ୍ମାର୍ଟଫୋନ, ସ୍ମାର୍ଟ ଟିଭି ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଗ୍ୟାଜେଟ କିଣିପାରିବେ। ଏହା ସହିତ ଆପଣ ଘରୋଇ ଉପକରଣ, ଘର ସାଜସଜ୍ଜା ସାମଗ୍ରୀ ଉପରେ ମଧ୍ୟ ବଡ଼ ରିହାତି ପାଇବେ।
ଫ୍ଲିପକାର୍ଟ GOAT ସେଲ ୨୦୨୫ ଆଜି ରାତି ୧୨ ଟାରୁ ଆରମ୍ଭ ହେବ। ଅର୍ଥାତ ମଧ୍ୟରାତ୍ରିରେ ହିଁ ଇ-କମର୍ସ ୱେବସାଇଟ୍‌ରେ ଏହାଆରମ୍ଭ ହେବ। କମ୍ପାନୀ ସେଲ ଆରମ୍ଭ ହେବା ପୂର୍ବରୁ ଏଥିପାଇଁ ମାଇକ୍ରୋସାଇଟ ଲାଇଭ କରିଥିଲା। ଆପଣଙ୍କୁ ଜଣାଇ ଦେଉଛୁ ଯେ GOAT ସେଲ ସମୟରେ ଆପଣ ୫ ଦିନ ପାଇଁ ବମ୍ପର ରିହାତି ସହିତ ଶପିଂ କରିପାରିବେ କାରଣ ଏହି ସେଲ ୧୨ ଜୁଲାଇରୁ ଆରମ୍ଭ ହୋଇ ୧୭ ଜୁଲାଇ, ୨୦୨୫ ପର୍ଯ୍ୟନ୍ତ ଚାଲିବ।
ଫ୍ଲିପକାର୍ଟର ଏହି ନୂତନ ସେଲରେ, ଆପଣ Apple, Samsung, Googleର ପ୍ରିମିୟମ ସ୍ମାର୍ଟଫୋନ ଉପରେ ଏକ ବଡ଼ ରିହାତି ପାଇବେ। ଏହା ବ୍ୟତୀତ ଆପଣ ବଜେଟ ସେଗମେଣ୍ଟ ଏବଂ ମିଡରେଞ୍ଜ ଫ୍ଲାଗସିପ୍‌ ସେଗମେଣ୍ଟରେ ବହୁତ ଭଲ ଡିଲ ପାଇବେ। ଆପଣ ସ୍ମାର୍ଟଫୋନ ଏବଂ ଇଲେକ୍ଟ୍ରୋନିକ ଗ୍ୟାଜେଟ ଉପରେ ୮୫% ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ଏହି ସେଲ ସମୟରେ, ଆପଣ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ମିଡ-ରେଞ୍ଜ ଫ୍ଲାଗସିପ ସ୍ମାର୍ଟଫୋନ କିଣି ଘରକୁ ଆଣିପାରିବେ।
Flipkart GOAT ସେଲ ସମୟରେ ଉପଲବ୍ଧ ବ୍ୟାଙ୍କ ଅଫର୍‌ ବିଷୟରେ କହିବାକୁ ଗଲେ, HDFC, IDFC ଏବଂ Axis Bank କାର୍ଡ ସହିତ ଶପିଂ କଲେ ଆପଣଙ୍କୁ ୧୦% ପର୍ଯ୍ୟନ୍ତ ତୁରନ୍ତ ରିହାତି ମିଳିବ। ଏହା ସହିତ ଆପଣ ଫ୍ଲାଟ ଡିସକାଉଣ୍ଟ ସହିତ ଅତିରିକ୍ତ ସଞ୍ଚୟ କରିପାରିବେ। Flipkart ଗ୍ରାହକମାନଙ୍କୁ ଚୟନିତ ଉତ୍ପାଦ ଉପରେ ଏକ୍ସଚେଞ୍ଜ ଅଫର୍‌ ମଧ୍ୟ ଦେବ। ଯଦି ଆପଣ ସ୍ମାର୍ଟଫୋନ କିଣିବା ସମୟରେ ଆପଣଙ୍କର ପୁରୁଣା ସ୍ମାର୍ଟଫୋନ ଏକ୍ସଚେଞ୍ଜ କରନ୍ତି, ତେବେ ଆପଣ ଆପଣଙ୍କର ପ୍ରିୟ ଫୋନ ବହୁତ କମ ମୂଲ୍ୟରେ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ...

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

ଭୁବନେଶ୍ୱର,୭ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ...

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri