ଆପଣଙ୍କ ନାମ ଏହି ୪ ଅକ୍ଷରରୁ ଆରମ୍ଭ କି? ପାଇବେ ମନଲାଖି ଜୀବନସାଥୀ, ଇର୍ଷା କରିବେ ଅନେକ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନାମର ପ୍ରଥମ ଅକ୍ଷରର ମାନ୍ୟତା ଅଧିକ। ହିନ୍ଦୁ ଧର୍ମରେ ଜାତକ ଅନୁଯାୟୀ ନାମକରଣ କରାଯାଇଥାଏ। ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ବଭାବ, କ୍ୟାରିୟର ଏବଂ ବିବାହ ସହ ଜଡ଼ିତ ନାନାଦି ବିଷୟରେ ଜଣାପଡ଼ିଥାଏ। କିଛି ଏପରି ଅକ୍ଷର ରହିଛି, ଯେଉଁ ନାମର ଯୁବତୀମାନେ ମନଲାଖି ଜୀବନସାଥୀ ପ୍ରାପ୍ତ କରିଥାନ୍ତି। ଆସନ୍ତୁ ଜାଣିବା:

‘ଏ’ ନାମଧାରୀ ଯୁବତୀ: ଯେଉଁ ଯୁବତୀଙ୍କ ନାମ ‘ଏ’ରୁ ଆରମ୍ଭ, ସେମାନେ ଦେଖିବାକୁ ବହୁତ ସୁନ୍ଦର। ଏମାନେ ସମସ୍ତଙ୍କ ଚିନ୍ତା କରିଥାନ୍ତି। ନିଜର ବଳିଷ୍ଠ ସ୍ବଭାବ ଯୋଗୁ ଲୋକମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ଏମାନଙ୍କର ସ୍ବାମୀ ସମସ୍ତ ମନକଥା ଶୁଣିଥାନ୍ତି। ବିବାହ ପରେ ଏମାନେ ରାଣୀ ହୋଇ ରହିଥାନ୍ତି।

‘ପି’ ନାମଧାରୀ ଯୁବତୀ: ଯେଉଁ ଯୁବତୀଙ୍କ ନାମ ‘ପି’ରୁ ଆରମ୍ଭ ହୋଇଥାଏ, ସେମାନଙ୍କୁ ମନଲାଖି ବର ପ୍ରାପ୍ତ ହୋଇଥାଏ। ଜୀବନସାଥୀ ଏମାନଙ୍କର ବହୁତ ଯତ୍ନ ନେଇଥାନ୍ତି। ଏମାନଙ୍କ ସ୍ବାମୀ ବହୁତ ସ୍ମାର୍ଟ ହୋଇଥାନ୍ତି। ଏଥିପାଇଁ ଅନ୍ୟ ଯୁବତୀମାନେ ଇର୍ଷା କରିଥାନ୍ତି।

‘ଏସ୍‌’ ନାମଧାରୀ ଯୁବତୀ: ‘ଏସ୍‌’ ଅକ୍ଷର ନାମର ଯୁବତୀଙ୍କୁ ବହୁତ ଭଲ ପାଉଥିବା ସ୍ବାମୀ ମିଳିଥାନ୍ତି। ଏମାନଙ୍କ ଜୀବନସାଥୀ ଦେଖିବାକୁ ସୁନ୍ଦର ହେବା ସହ ବୁଦ୍ଧିମାନ ହୋଇଥାନ୍ତି। ସବୁ ପରିସ୍ଥିତିରେ ଏମାନଙ୍କ ସ୍ବାମୀ ସାଙ୍ଗରେ ରହିଥାନ୍ତି।

‘ଏମ୍‌’ ନାମଧାରୀ ଯୁବତୀ: ଜୀବନସାଥୀ ମାମଲାରେ ‘ଏମ୍‌’ ନାମଧାରୀ ଯୁବତୀ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏମାନଙ୍କ ସ୍ବାମୀ ସେମାନଙ୍କ ସବୁକଥା ଶୁଣିଥାନ୍ତି। ଏମାନଙ୍କୁ ପଚାରି ସେ ସବୁ ନିଷ୍ପତ୍ତି ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri