Categories: ଫୁରସତ

ଛୁଆ ଗଣ୍ଡାକୁ ଲାତ ମାରିଲା ଜିରାଫ : ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜିରାଫ ଏକ ଗଣ୍ଡା ଛୁଆକୁ ଲାତ ମାରୁଥିବା ଭିଡିଓ ଭାଇରାଲ ହୋଇଛି।
ଭିଡିଓରେ ଦେଖାଯାଇଛି, ଜିରାଫଟି ପାର୍କରେ ବୁଲୁଛି। ସେହି ସମୟରେ ଏକ ଛୁଆ ଗଣ୍ଡା ତାର ପଛକୁ ଆସୁଛି। ଏହାପରେ ଜିରାଫଟି ଛୁଆ ଗଣ୍ଡାକୁ ଶକ୍ତ ଲାତ ମାରୁଛି। ପରେ ଛୁଆ ଗଣ୍ଡାଟି ଦୌଡି ପଳାଉଥିବା ଦେଖାଯାଇଛି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ଟୁଇଟ କରି ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍‌ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।

Share